ETV Bharat / bharat

ଲୟାପୋରାରେ ଏନକାଉଣ୍ଟର, ତିନି ଆତଙ୍କୀ ନିପାତ

author img

By

Published : Dec 30, 2020, 10:04 AM IST

Updated : Dec 30, 2020, 12:23 PM IST

କାଶ୍ମୀରର ଲୟାପୋରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ଆତଙ୍କବାଦୀ ନିପାତ । ଅଧିକ ପଢନ୍ତୁ...

ଲୟାପୋରା ଅଞ୍ଚଳରେ ଏନକାଉଣ୍ଟର
ଲୟାପୋରା ଅଞ୍ଚଳରେ ଏନକାଉଣ୍ଟର

ଶ୍ରୀନଗର: କାଶ୍ମୀର ସୀମାରେ ଭାରତୀୟ ସେନା ବାହୀନି ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ତିନିଜଣ ଆତଙ୍କବାଦ ନିହତ ହୋଇଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

କାଶ୍ମୀରର ଲୟାପୋରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦ ମୁହାଁମୁହିଁ ହୋଇଥିଲେ । 15ଘଣ୍ଟାର ମିଳିତ ଅପରେସନ ପରେ ତିନିଜଣେ ଆତଙ୍କବାଦକୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଚାଲି ଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି । ନିହତ ଆତଙ୍କବାଦୀମାନଙ୍କ ପରିଚୟ ମିଳି ପାରିନାହିଁ ବୋଲି କହିଛି କାଶ୍ମୀର ପୋଲିସ ।

ଗତ ଶନିବାର ଜାମ୍ମୁ-କାଶ୍ମୀରର ସୋପିଆନର କନିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଥିଲା । ଏହି ବିନିମୟରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା ।

@ANI

Last Updated : Dec 30, 2020, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.