ନୂଆଦିଲ୍ଲୀ: ଫ୍ରାନସ୍ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତେବେ ଆମ ଅଂଶୀଦାରଙ୍କ ପାଖରୁ ଅସ୍ତ୍ରସସ୍ତ୍ର ଏବଂ ଯନ୍ତ୍ରପାତି ଯାଉଛି ବୋଲି କହିଛନ୍ତି ଫ୍ରାନସ୍ ରାଷ୍ଟ୍ରପତି । ସେହପରି ଯୁଦ୍ଧ ବିରୋଧୀ ମିଳିତ ମଞ୍ଚ ଏହା ଉପରେ କାମ କରୁଛନ୍ତି ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ।
ଏନେଇ ଟୁଇଟ୍ କରି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ମାତ୍ର ଏହା ୟୁକ୍ରେନକୁ ଅଧିକ ଶକ୍ତ କରୁଛି କି ନାହିଁ ପରେ ଜଣାପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ