ETV Bharat / bharat

Good News: ଆଧାର ସହିତ ସଂଯୁକ୍ତ ଇମେଲ ମୋବାଇଲ ନମ୍ବର ଯାଞ୍ଚ କରିବାକୁ ଅନୁମତି

author img

By

Published : May 3, 2023, 10:58 PM IST

ଉପଭୋକ୍ତା ସେମାନଙ୍କ ମୋବାଇଲ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଅବଗତ ନାହାନ୍ତି । ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ । ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି ।

ଏହା ବି ପଢ଼ନ୍ତୁ : ଫୋକସରେ ଅଗ୍ରିଆ ସମାଜ ଭୋଟ, ରାଜଧାନୀରେ ଅଧ ଏକର ଜମି ସହ ୩ କୋଟି ସହାୟତା

କେତେକ କ୍ଷେତ୍ରରେ, ଉପଭୋକ୍ତା ସେମାନଙ୍କ ମୋବାଇଲ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଅବଗତ ନାହାନ୍ତି । ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ । ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ ।

ଏହା ବି ପଢ଼ନ୍ତୁ: ନବୀନ-ନୀତିଶ ଭେଟଘାଟ ଚର୍ଚ୍ଚା; କଂଗ୍ରେସ କହିଲା ବିଜେଡି-ବିଜେପି ଏକ, ନୀତିଶଙ୍କୁ କିଛି ଫଳ ମିଳିବନି

ଏଥିପାଇଁ ଅଫିସିଆଲ ୱେବସାଇଟ myaadhaar.uidai.gov.in କିମ୍ବା mAadhaar App ମାଧ୍ୟମରେ "ଭେରିଫାଏ ଇମେଲ ବା ମୋବାଇଲ ନମ୍ବର” ବୈଶିଷ୍ଟ୍ୟ ଅଧୀନରେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଲୋକଙ୍କ ପାଇଁ ସେମାନଙ୍କର ନିଜସ୍ବ ଇମେଲ ବା ମୋବାଇଲ ନମ୍ବର ସଂପୃକ୍ତ ଆଧାର ସହିତ ଯୋଡ଼ି ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏହା ବିକଶିତ କରାଯାଇଛି ।

ଏହି ବୈଶିଷ୍ଟ୍ୟ ଲୋକଙ୍କୁ ନିଶ୍ଚିତ କରିବ ଯେ ତାଙ୍କ ଜ୍ଞାତସାରରେ ଅନୁଯାୟୀ ଇମେଲ ବା ମୋବାଇଲ ନମ୍ବର କେବଳ ସମ୍ପୃକ୍ତ ଆଧାରରେ ସଂଯୁକ୍ତ ହୋଇଛି । ଯଦି ଏକ ର୍ନିଦ୍ଦିଷ୍ଟ ମୋବାଇଲ ନମ୍ବର ଲିଙ୍କ୍‌ ହୋଇନଥାଏ ତେବେ ଏହା ଲୋକଙ୍କୁ ସୂଚିତ କରିବ ଏବଂ ମୋବାଇଲ ନମ୍ବରକୁ ଅପଡେଟ୍‌ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକଙ୍କୁ ସୂଚନା ଦେବ ।

  • ଯଦି ମୋବାଇଲ ନମ୍ବର ପୂର୍ବରୁ ଯାଞ୍ଚ ହୋଇସାରିଛି, ଏକ ସ୍କ୍ରିନରେ ପ୍ରଦର୍ଶିତ ହୋଇଥିବା "ଆପଣ ଦେଇଥିବା ମୋବାଇଲ ନମ୍ବର ଆମର ରେକର୍ଡ ସହିତ ଯାଞ୍ଚ ହୋଇସାରିଛି” ଭଳି ଏକ ସନ୍ଦେଶ ଦେଖିପାରିବେ ।
  • ଯଦି କୌଣସି ବ୍ୟକ୍ତି ମୋବାଇଲ ନମ୍ବରକୁ ମନେ ରଖି ନାହାନ୍ତି, ମାଇଁ ଆଧାର ପୋର୍ଟାଲ କିମ୍ବା mAadhaar App ବୈଶିଷ୍ଟ୍ୟରେ ପଞ୍ଜିକରଣ ସମୟରେ ସେ ଦେଇଥିବା ମୋବାଇଲର ଶେଷ ତିନି ଅଙ୍କ ଯାଞ୍ଚ କରିପାରିବେ ।
  • ଯଦି ଜଣେ ବ୍ୟକ୍ତି ଇମେଲ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ୍‌ କରିବାକୁ ଚାହାଁନ୍ତି କିମ୍ବା ତାଙ୍କ ଇମେଲ ମୋବାଇଲ ନମ୍ବରକୁ ଅପଡେଟ କରିବାକୁ ଚାହାଁନ୍ତି, ତେବେ ସେ ନିକଟସ୍ଥ ଆଧାର କେନ୍ଦ୍ର ଯାଇ କରିପାରିବେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.