ETV Bharat / bharat

ଆନ୍ଧ୍ର ପ୍ରଦେଶରେ ଟ୍ରେନ ଧକ୍କାରେ ୨ ଓଡ଼ିଆଙ୍କ ମୃତ୍ୟୁ - tirupati karnatak train hits 2

ଆନ୍ଧ୍ର ପ୍ରଦେଶରେ ଟ୍ରେନ ଧକ୍କାରେ ୨ ଓଡ଼ିଆଙ୍କ ମୃତ୍ୟୁ । ତେବେ ୨ ମୃତକ ଓଡ଼ିଶାର ହୋଇଥିବା ସୂଚନା । ଅଧିକ ପଢନ୍ତୁ

two Odisha people dead in train accident
ଟ୍ରେନ ଧକ୍କାରେ ୨ ଓଡ଼ିଆଙ୍କ ମୃତ୍ୟୁ
author img

By

Published : Dec 26, 2021, 12:34 PM IST

ପଶ୍ଚିମ ଗୋଦାବରୀ: ଆନ୍ଧ୍ର ପ୍ରଦେଶରେ ଟ୍ରେନ ଧକ୍କାରେ ୨ ଓଡ଼ିଆଙ୍କ ମୃତ୍ୟୁ । ଉଙ୍ଗୁତୁରୁ ଟ୍ରେନ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ୨ ମୃତକ ଓଡ଼ିଶାର ହୋଇଥିବା ସୂଚନା ମିଳିଛି ।

୨ ମୃତକ ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ତିରୁପତିରୁ କର୍ଣ୍ଣାଟକ ଯାଉଥିବା ଟ୍ରେନରେ ଉଭୟଙ୍କ ମୃତ୍ୟୁ ଘଟିଛି ।

ସେମାନେ ହେଲେ କୋରାପୁଟ ଜିଲ୍ଲାର ହେମନ୍ତ ଅମାନତ୍ୟ ଓ ଅଗାଧୁ ଗାଦବା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.