ହାଇଦ୍ରାବାଦ: ଆଜି (ମଙ୍ଗଳବାର) ତେଲେଙ୍ଗାନା ରାଷ୍ଟ୍ର ସମିତି ନାଗାର୍ଜୁନସାଗରର ବିଧାୟକ ନୋମୁଲା ନରସିମହାୟାଙ୍କ ହୃଦ୍ଘାତରେ ପରଲୋକ ଘଟିଛି । ପରେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ସୂଚନା ଥାଉ କି ପୂର୍ବରୁ ସେ କୋଭିଡ-19 ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ