ETV Bharat / bharat

ଦେଶରେ 24 ଘଣ୍ଟାରେ ହୋଇଛି 11,31,204 ଟେଷ୍ଟ: ICMR

author img

By

Published : Nov 27, 2020, 11:45 AM IST

ଦେଶରେ ଶୀତର ଲହରୀ ଆରମ୍ଭ ହୋଇଥିବାବେଳେ ପୁଣି ଟ୍ରାକକୁ ଫେରୁଛି ସଂକ୍ରମଣ । ତେବେ 26 ନଭେମ୍ବରରେ 11,31,204ଟି ନମୁନା ଟେଷ୍ଟ କରାଯାଇଛି ।

ଦେଶରେ 24ଘଣ୍ଟାରେ ହୋଇଛି 11,31,204 ଟେଷ୍ଟ
ଦେଶରେ 24ଘଣ୍ଟାରେ ହୋଇଛି 11,31,204 ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଶୀତର ଲହରୀ ଆରମ୍ଭ ହୋଇଥିବାବେଳେ ପୁଣି ଟ୍ରାକକୁ ଫେରୁଛି ସଂକ୍ରମଣ । ଏପଟେ ଶୀତ ଋତୁ ସମୟରେ କୋରୋନା ସଂକ୍ରମଣ ଅତ୍ୟଧିକ ମାତ୍ରାରେ ବ୍ୟାପିବାର ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ ଟେଷ୍ଟିଂ ସଂଖ୍ୟା ବଢାଇ ଦେଇଛି ।

ଦେଶରେ 24ଘଣ୍ଟାରେ ହୋଇଛି 11,31,204 ଟେଷ୍ଟ
ଫଟୋ ସୌଜନ୍ୟ: ଟ୍ବିଟର@@ICMRDELHI

ଆଇସିଏମଆରର ସୂଚନାନୁସାରେ, 26ନଭେମ୍ବରରେ 11,31,204ଟି ନମୁନା ଟେଷ୍ଟ କରାଯାଇଛି । ଫଳରେ 26 ନଭେମ୍ବର ସୁଦ୍ଧା ଦେଶରେ ସର୍ବମୋଟ 13,70,62, 749ଟି ନମୁନା ଟେଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.