ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ନ୍ୟୁଜ 7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 24, 2022, 7:01 PM IST

୧. Pooja Singhal Mining Scam: ଝାଡଖଣ୍ଡ ଓ ବିହାରର 7 ସ୍ଥାନରେ ଏକକାଳୀନ EDର ଚଢାଉ

ଝାଡଖଣ୍ଡର ନିଲମ୍ବିତ ଖଣି ସଚିବ ପୂଜା ସିଙ୍ଗଲଙ୍କ ଆର୍ଥିକ ଅନିୟମିତତା ମାମଲାରେ ଝାଡଖଣ୍ଡ ସମେତ ବିହାରର 7 ପୃଥକ ପୃଥକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଜାରି ।

୨. ମନ୍ତ୍ରୀପଦ ନେଲା ଦୁର୍ନୀତି: 1% କମିଶନ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ବହିଷ୍କାର କଲେ ମାନ୍‌

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ।

୩. Qutub Minar Hearing: ରାୟ ସଂରକ୍ଷିତ, ଜୁନ 9ରେ ଘୋଷଣା !

କୁତବ ମିନାର କମ୍ପ୍ଲେକ୍ସ ବିବାଦରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀର ସାକେତ କୋର୍ଟ । ଜୁନ 9 ରେ ଘୋଷଣା ।

୪. ରଥଖଳା ହାଲଚାଲ: ତିନିରଥରେ ଲାଗିବ ୪୨ ଚକ, ୨୬ଟି ପ୍ରସ୍ତୁତ

ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।

୫. କର୍ଣ୍ଣାଟକରେ ଟ୍ରକକୁ ପିଟିଲା ବସ: 8 ମୃତ, 20 ଆହତ

କର୍ଣ୍ଣାଟକ ହୁବଳିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । 8 ମୃତ, 20 ଆହତ ହସ୍ପିଟାଲରେ ଭର୍ତ୍ତି । ଗତକାଲି ମଧ୍ୟରାତ୍ରୀରେ ଘଟିଛି ଦୁର୍ଘଟଣା ।

୬.Brajarajnagar BY Poll: ପ୍ରଚାର ମୈଦାନରେ ଧର୍ମେନ୍ଦ୍ର, ହୀରାକୁଦ ବିସ୍ଥାପନକୁ ମୁଦ୍ଦା କରି ସରକାରଙ୍କୁ ଟାର୍ଗେଟ

ବ୍ରଜରାଜନଗର ଉପନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ରାଜନୈତିକ ଦଳ ।

୭. ଚଳନ୍ତା ଟ୍ରକରେ ଯୁବକଙ୍କୁ ବନ୍ଧିଲେ ଡ୍ରାଇଭର

ଆଇନକୁ ହାତକୁ ନେଲେ ଟ୍ରକ ଡ୍ରାଇଭର । ମୋବାଇଲ ଚୋରି କରୁଥିବାଳେ ଯୁବକଙ୍କୁ କାବୁକରି ଗୋଡ଼ହାତ ବାନ୍ଧି ଚଳନ୍ତା ଟ୍ରକରେ ଝୁଲାଇଲେ ।

୮. ବର୍ଷା-ଅନୁଭବ ବିବାଦ, ରାୟ ସଂରକ୍ଷିତ ରଖିଲେ SDJM କୋର୍ଟ

ବଢିବାକୁ ଲାଗିଛି ଅନୁଭବ ବର୍ଷା ଘରୋଇ ବିବାଦ । ଆଜି କଟକ SDJM କୋର୍ଟରେ ଅନୁଭବଙ୍କ ଏକ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ

୯. ପୁଅକୁ କେବେ ମୋ ଦୋକାନକୁ ଆସିବାକୁ ଦେଇନି: ଉମରାନଙ୍କ ବାପା

ମୁଁ କେବେ ଚାହୁଁନଥିଲି ମୋ ପୁଅ ପରିବା ବିକାଳି ହେଉ । ଏଥିପାଇଁ କେବେ ତାକୁ ଦୋକାନକୁ ଆସିବାକୁ ଦେଇନାହିଁ ।

୧୦. ନଦୀରେ ଖସି ପଡିଲେ ସାମନ୍ଥା ଓ ବିଜୟ, ହସ୍ପିଟାଲରେ ଭର୍ତ୍ତି

ସାଉଥ୍‌ର ଦୁଇ ବଡ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ଏବଂ ବିଜୟ ଦେବରକୋଣ୍ଡା କାଶ୍ମୀରରେ ସେମାନଙ୍କର ଆଗାମୀ ଚଳଚ୍ଚିତ୍ର କୁଶିର ସୁଟିଂ କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.