ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 22, 2022, 7:02 PM IST

ନଜର ପକାନ୍ତୁ @7PMର ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ନୂତନ ଆଭୂଷଣରେ ଶୋଭା ପାଇବେ ଶ୍ରୀବିଗ୍ରହ, ଲାଗିବ ୫ କେଜି ସୁନା

ମହାପ୍ରଭୁଙ୍କ ନୂତନ ଆଭୂଷଣ ନିର୍ମାଣ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି ।

୨. pre-Quad meet statement of PM: ମିଳିତ ସ୍ବାର୍ଥ ଉପରେ ଆଲୋଚନା କରିବାର ଏକ ଅବସର

କ୍ବାଡ ସମ୍ମିଳନୀ (Quad meet)ରେ ଅଂଶଗ୍ରହଣ କରିବା ପାଇଁ ଆଜି ସଂନ୍ଧ୍ୟାରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

୩. ଉତ୍ତରାଖଣ୍ଡ ମସୁରୀରେ ଓଡିଶା ପର୍ଯ୍ୟଟକଙ୍କ କାର ଦୁର୍ଘଟଣାଗସ୍ତ: 9 ଆହତ, ଅଧିକାଂଶ ଗଞ୍ଜାମ ଜିଲ୍ଲାର

ଉତ୍ତରାଖଣ୍ଡ ମସୁରୀରେ ପାହାଡରେ ପିଟି ହେଲା ଓଡିଶା ପର୍ଯ୍ୟଟକଙ୍କ କାର । 9 ଆହତ । ସମସ୍ତ ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରଣ ।

୪. ବଙ୍ଗ ବିଜେପିକୁ ବଡ ଝଟ୍‌କା, TMCକୁ ଫେରିଲେ ସାଂସଦ ଅର୍ଜୁନ ସିଂ

ବଙ୍ଗ ବିଜେପିକୁ ବଡ ଝଟ୍‌କା । TMC କ୍ୟାମ୍ପ୍‌ରେ ଆଉ ଜଣେ ବରିଷ୍ଠ ବିଜେପି ନେତା ।

୫. Self-Financing କୋର୍ସ ବନ୍ଦ ଘଟଣାରେ ମୁହଁ ଖୋଲିଲେନି ଉଚ୍ଚଶିକ୍ଷା ସଚିବ

ବିଶ୍ବବିଦ୍ୟାଳୟ ଗୁଡିକରେ ସେଲ୍ପ ଫାଇନାନ୍ସିଂ କୋର୍ସ (Self Financing course) ବନ୍ଦ ଘଟଣାରେ ପ୍ରସଙ୍ଗରେ ମୁହଁ ଖୋଲିଲେନି ଉଚ୍ଚଶିଷା ସଚିବ ଶାଶ୍ବତ ମିଶ୍ର । କ୍ୟାମେରା ଆଗରୁ ମୁହଁ ଫେରାଇନେଲେ ।

୬. United Front against BJP: କେସିଆରଙ୍କ ଇସାରା, ଘଟିବ କିଛି ବଡ ଘଟଣା

ଦିଲ୍ଲୀ ଓ ପଞ୍ଜାବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ମାରାଥନ କାର୍ଯ୍ୟକ୍ରମ । ଏକାଧିକ ବିଜେପି ବିରୋଧୀ ନେତାଙ୍କୁ ଭେଟିଲେ ।

୭. ବଜ୍ରକାପ୍ତା ଚୋରା ଚାଲାଣ ବେଳେ କଳାହାଣ୍ଡିରୁ ଧରାପଡିଲା ଅଭିଯୁକ୍ତ

ବନ୍ୟପ୍ରାଣୀ ତସ୍କରିର ଖବର ପାଇ ଚଢାଉ ବେଳେ ଧରାପଡିଲା ଜୀବନ୍ତ ବଜ୍ରକାପ୍ତା ।

୮. ShriMandir Heritage Row: ପୁରୀବାସୀଙ୍କୁ ସମ୍ବିତ ଭୁଆଁ ବୁଲାଉଛନ୍ତି କହିଲେ ବିଜେଡ଼ି ନେତ୍ରୀ ସୁଲତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ବିଜେଡ଼ି ନେତ୍ରୀ ସୁଲତା ଦେଓ ।

୯. Ind vs SA T20: ଟିମ ଇଣ୍ଡିଆ ଘୋଷଣା, କେଏଲ ରାହୁଲ କ୍ୟାପଟେନ

ବାରବାଟୀ ଆସିବେନି ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌ ଘୋଷଣା ।

୧୦. ବଦଳିଯିବ BCCI ବସ୍‌ଙ୍କ ବାସଭବନ ଠିକଣା

ବାସଭବନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି BCCI ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.