ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 1, 2022, 3:02 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. National Herald Case: ସୋନିଆ ଓ ରାହୁଲଙ୍କୁ EDର ସମନ

ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଇଡି ନୋଟିସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ।

୨. ସତ୍ତା ପାଇଁ କଂଗ୍ରେସର କସରତ, ଆରମ୍ଭ ହେଲା ସଂକଳ୍ପ ଶିବିର

ରାଜ୍ୟ କଂଗ୍ରେସର ନବ ସଙ୍କଳ୍ପ ଶିବିର ଆରମ୍ଭ ହୋଇଛି । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ।

୩. ଜୁଲାଇ 4ରୁ OJEE ପରୀକ୍ଷା

OJEE (Odisha Joint Entrance Examination) ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ ।

୪. Ind vs SA T-20: ଅନଲାଇନ ଟିକେଟ ବୁକିଂରେ ବିଳମ୍ବ, ନିରାଶ ଫ୍ୟାନ୍ସ

ଭାରତ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଅନଲାଇନ ଟିକେଟ ବୁକିଂରେ ବିଳମ୍ବ ।

୫. ଝାରପୋଖରିଆରେ ଓଲଟିଲା ବରଯାତ୍ରୀ ଗାଡି: ଜଣେ ମୃତ, 7 ଗୁରୁତର

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବରଯାତ୍ରୀ ଗାଡି । ଜଣେ ମୃତ ୭ ଜଣ ଗୁରୁତର ।

୬. ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଆରମ୍ଭ, ଅଧ୍ୟକ୍ଷତା କରୁଛନ୍ତି ଆଇନମନ୍ତ୍ରୀ

ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଆରମ୍ଭ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।

୭. ଛାତରେ ଶୋଇଥିଲେ ପୁରା ପରିବାର: ଗ୍ରୀଲ କାଟି ଘରୁ କଳାକନା ବୁଲାଇଲେ ଲୁଟେରା

ଘରେ କଳାକନା ବୁଲାଇଲେ ଲୁଟେରା । ଗ୍ରୀଲ କାଟି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା ।

୮. ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ:୨ ମହିଳା ମୃତ, ୫ ଆହତ

କନ୍ଧମାଳ ଜିଲା ସୀମାନ୍ତ ୧୫୭ ନଂ ଜାତୀୟ ରାଜପଥର ରାଣୀପଥର ଘାଟିରେ ଗତକାଲି (ମଙ୍ଗଳବାର) ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହୋଇଛି ।

୯. ସଫଳତା ଆଗରେ ଫିକା ପଡ଼ିଛି ବୟସ, ୭୨ ବର୍ଷରେ ବି ବଡି ବିଲଡିଂ ଚାମ୍ପିଅନସିପ

72 ବର୍ଷ ବୟସରେ ଜଣେ ବ୍ୟକ୍ତି ନିଜକୁ ଏକଦମ ଫିଟ ରଖିଛନ୍ତି ।

୧୦. Singer KK Last Video: ଗାଉଥିଲେ ଗୀତ, ହଠାତ୍‌ ମଞ୍ଚ ଛାଡି ଦୌଡ଼ିଲେ

କେ.କେଙ୍କ ମୃତ୍ୟୁ ପୂର୍ବରୁ ସେହି ଭିଡିଓ ଦେଖନ୍ତୁ । ଯେଉଁଥିରେ ଗାୟକଙ୍କ ଅସୁସ୍ଥ ଥିବା ସ୍ପଷ୍ଟ ବାରି ହୋଇ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.