ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS

TOP NEWS@9AM, ନଜର ପକାନ୍ତୁ ବର୍ତ୍ତମାନର ବଡ଼ ଖବର...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jun 4, 2021, 9:01 AM IST

1.ରାଜ୍ୟରୁ ଦିନକରେ 7729 ପଜିଟିଭ ଚିହ୍ନଟ

24 ଘଣ୍ଟାରେ ରାଜ୍ୟରେ 7ହଜାର 729 କୋରୋନା ଆକ୍ରାନ୍ତ ଚିହ୍ନଟ ।

2.STFକୁ ସଫଳତା: 2 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ

କୋଟିରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହାର ଓଜନ ପ୍ରାୟ 2 କେଜି ହେବ ବୋଲି ଜଣାପଡିଛି । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି STF ।

3.ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ CSIRର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ (CSIR)ର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଭିଡିଓ କନଫରେନ୍ସି୍ଂ ଜରିଆରେ ହେବ କାର୍ଯ୍ୟକ୍ରମ ।

4.5ଟି ଜିଲ୍ଲାରେ ବଢିବ କୋଭିଡ ଶଯ୍ୟା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

କୋଭିଡ ସେଣ୍ଟରରେ ବଢିବ ଶଯ୍ୟା ସଂଖ୍ୟା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 5 ଟି ଜିଲ୍ଲାରେ ଶଯ୍ୟା ବୃଦ୍ଧି କରିଛନ୍ତି

5.50 ହଜାର କୋଟିର ଟେଣ୍ଡର ଡାକିବ ଭାରତୀୟ ନୌସେନା

6ଟି ଅତ୍ୟାଧୁନିକ ବୁଡ଼ାଜାହାଜ ପାଇଁ ଏହି ଟେଣ୍ଡର କରିବ ନୌସେନା । 50 ହଜାର କୋଟି ମୂଲ୍ୟର ଏହି ଟେଣ୍ଡର କରାଯିବ ।

6.ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ କର୍ଣ୍ଣାଟକ ସରକାର

କନ୍ନଡକୁ ଗୁଗୁଲରେ ସର୍ଚ୍ଚ କରିବା ପରେ ଏହା ଭାରତର ସବୁଠୁ ଖରାପ ଭାଷା ଭାବରେ ଦର୍ଶାଇବା ପରେ ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର

7.ଥାନେର ଏକ କେମିକାଲ ଫ୍ୟାକ୍ଟିରରେ ଟକ୍ସିକ ଗ୍ୟାସ ଲିକ; ଭୟଭୀତ ଲୋକେ

ମହାରାଷ୍ଟ୍ର ଥାନେର ବଦଲାପୁର ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟିରରୁ ଗୁରୁବାର ବିଳମ୍ବିତ ରାତିରେ ଗ୍ୟାସ ଲିକ ହୋଇଛି

8.ଫିଲ୍ମ ଷ୍ଟାଇଲରେ ଡେଲଟା ଅପହରଣ ମାମଲା, ନିଶା ନିବାରଣ କେନ୍ଦ୍ରରୁ ଖସି ପଳାଉଥିଲେ ଯୁବକ

ଭୁବନେଶ୍ୱର ଡେଲଟା ଛକରେ ଯୁବକଙ୍କୁ ଅପହରଣ ଘଟଣାରେ ଆସିଲା ନୂଆ ମୋଡ । ଯୁବକ ନିଶା ନିବାରଣ କେନ୍ଦ୍ରରୁ ଖସିଯାଉଥିଲେ ବୋଲି ସୂଚନା ଦେଲେ ଭୁବନେଶ୍ବର ଡିସିପି ।

9.କୋରୋନା ନିୟମ ଉଲ୍ଲଂଘନ, ଭବାନୀପାଟଣାରେ 3 ଦୋକାନ ସିଲ୍

ଜିଲ୍ଲାରେ କୋରୋନା କାୟ ବିସ୍ତାର କରୁଥିବା ବେଳେ ଲକଡାଉନ ସହ ସପ୍ତାହାନ୍ତ ସଟଡାଉନ ଜାରି ରହିଥିବା ବେଳେ କିଛି ଅମାନିଆ ଏହାକୁ ମାନୁ ନଥିବାର ନଜର ଆସୁଛନ୍ତି ।

10.କାର୍ତ୍ତିକଙ୍କ ଉପରେ ନିର୍ମାତାଙ୍କ ରାଗ, ସମର୍ଥନରେ ଏହି ନିର୍ଦ୍ଦେଶକ

ଟ୍ବିଟ କରି କାର୍ତ୍ତିକିଙ୍କୁ ସମର୍ଥନ କରୁଥିବାର ନଜର ଆସିଲେ ଅନୁଭବ ସିହ୍ନା । କିଛି ଫିଲ୍ମରୁ ତାଙ୍କୁ ନିର୍ମାତା ବାହାର କରିଦେଇଥିବା ବେଳେ କ୍ରୋଧିତ ନଜର ଆସୁଛନ୍ତି ଅନୁଭବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.