ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 7, 2021, 8:56 AM IST

1.ଭାଙ୍ଗିଲା କୋରୋନାର ସର୍ବକାଳୀନ ରେକର୍ଡ, ରାଜ୍ୟରେ 12,235 ପଜିଟିଭ ଚିହ୍ନଟ

ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଉପର ମୁହାଁ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 12ହଜାର 235 କୋରୋନା ପଜିଟିଭ ଚିହ୍ନଟ ।

2. ଆଜିଠୁ ତାମିଲନାଡୁରେ ଷ୍ଟାଲିନ ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

34 ଜଣ ସଦସ୍ୟ ବିଶିଷ୍ଠ ମନ୍ତ୍ରୀମଣ୍ଡଳକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତାମିଲନାଡୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ।

3.ମେ’ 10ରୁ ରାଜସ୍ଥାନରେ ତାଲାବନ୍ଦ

ରାଜସ୍ଥାନରେ ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି ଅଶୋକ ଗେହଲଟ ସରକାର । ରାଜସ୍ଥାନରେ 10ରୁ 24 ମେ ପର୍ଯ୍ୟନ୍ତ ଲକଡାଉନ ଲାଗୁ ନେଇ ଘୋଷଣା କରିଛନ୍ତି ମୁ୍ଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

4.ତେଲେଙ୍ଗାନାରେ ବର୍ତ୍ତମାନ ଲାଗୁ ହେବନି ଲକଡାଉନ'

ତେଲେଙ୍ଗାନାର ଅର୍ଥନୀତି ବର୍ତ୍ତମାନ ସୁଦୃଢ ନଥିବାରୁ ବର୍ତ୍ତମାନ ଲକଡାଉନ ଲାଗୁ ହେବ ନାହିଁ ମୁଖ୍ୟମନ୍ତ୍ରୀ କେ.ସି ରାଓ କହିଛନ୍ତି ।

5.‘ଆନ୍ଧ୍ରା-ତେଲେଙ୍ଗାନାରୁ ଫେରିଥିବା ପ୍ରବାସୀଙ୍କୁ ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ’

କୋରୋନାର ନୂତନ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ୧୪ ଦିନିଆ ସଙ୍ଗରୋଧ ରହିବା ବାଧ୍ୟତାମୂଳକ ।

6.କୋଭିଡ ସଂକ୍ରମଣର ଭୟ: ଶନିବାର ଓ ରବିବାର ବାତିଲ ହେଲା ଏକାଧିକ ଟ୍ରେନ

କୋଭିଡ ସଂକ୍ରମଣର ଚେନରେ ପ୍ରତିବନ୍ଧକ ପାଇଁ ଶନିବାର ଓ ରବିବାର ବାତିଲ ହେଲା ଏକାଧିକ ଟ୍ରେନ ସେବା ।

7.ଜମି ଦୁର୍ନୀତି ମାମଲା: ପୂର୍ବତନ କାଲିମେଳା ତହସିଲଦାର ନିଲମ୍ବିତ

କାଲିମେଳା ଜମି ଦୁର୍ନୀତି ମାମଲାରେ ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଳମ୍ବିତ ହୋଇଛନ୍ତି । ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ତରଫରୁ ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆଙ୍କୁ ନିଳମ୍ବିତ କରାଯାଇଛି ।

8.ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି 2 ଭାରତୀୟ ଅଲମ୍ପିକ ସ୍ବର୍ଣ୍ଣ ବିଜେତା

1980 ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଭାରତୀୟ ହକି ଟିମର ଦୁଇ ପ୍ରମୁଖ ସଦସ୍ୟ ମହାରାଜ କ୍ରୀଷନ କୌଶିକ ଓ ରବିନ୍ଦ୍ର ପାଲ ସିଂହ କୋଭିଡ-19ରେ ସଂକ୍ରମିତ ହେବାପରେ ହସ୍ପିଟାଲ ବେଡ୍‌ରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

9.ଦେଶକୁ ଅକ୍ସିଜେନ ଦେଲେ ସୋନୁ, କହିଲେ ଭାରତ ରହୁ ମଜବୁତ

ପୁଣି ସୋନୁଙ୍କ ମହାନତା । ଏଥର ଦାନ କଲେ ଅକ୍ସିଜେନ । ଭିଡିଓ ସେୟାର କରି ଚର୍ଚ୍ଚାରେ ।

10.ଲୋକଙ୍କ ସେବା ପାଇଁ ମହଙ୍ଗା ବାଇକ ବିକିଲେ ହର୍ଷବର୍ଦ୍ଧନ

ହର୍ଷବର୍ଦ୍ଧନ ରାଣେଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଦେଶବାସୀଙ୍କ ସେବା ପାଇଁ ସେ କରିଛନ୍ତି ମହାନ କାର୍ଯ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.