ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 7, 2021, 9:01 AM IST

1.ଆଜି ପ୍ରଧାନମନ୍ତ୍ରୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ

ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପରୀକ୍ଷା ପେ ଚର୍ଚ୍ଚା' 2021 କାର୍ଯ୍ୟକ୍ରମରେ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିତ ଆଲୋଚନା କରିବେ ।

2.ଦେଶର କୌଣସି ପ୍ରାନ୍ତରେ ଅଭାବ ନାହିଁ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

ସରକାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ଟିକାର ଅଭାବ ରହିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

3.ପାର୍କିଂରୁ ଗାଏବ ହେଉଛି ଗାଡି, ରାଜଧାନୀବାସୀ ସତର୍କ ରୁହନ୍ତୁ...

ସିସିଟିଭି ଓ ହାଇ ସିକ୍ୟୁରିଟି ସତ୍ତ୍ୱେ ନେଇଗଲେ ଦୁଇଚକିଆ ଗାଡି। ଆପୋଲୋ ହସ୍ପିଟାଲର ପାର୍କିଂରୁ ଏମିତି ଢଙ୍ଗରେ ଗାଡି ହୋଇଛି ଚୋରି । ଘଟଣାକୁ ନେଇ ସହିଦ ନଗର ଥାନାରେ ଅଭିଯୋଗ।

4.ଦିଦିଙ୍କ ଖେଳାକୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌‌

ତିନି ଦିନ ପୂର୍ବରୁ ରାୟଦିଘିର ନିର୍ବାଚନୀ ରାଲିରେ ବିଜେପିର ଭୟ ଦେଖାଇ ମୁସଲିମଙ୍କୁ ତୃଣମୂଳ କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

5.ଆମେରିକାରେ ଏପ୍ରିଲ 19ରୁ ଯୁବବର୍ଗ ନେବେ କୋଭିଡ୍ ଟିକା

ହ୍ବାଇଟ୍ ହାଉସରେ ଦେଇଥିବା ମନ୍ତବ୍ୟରେ ବାଇଡେନ କହିଛନ୍ତି, "19 ଏପ୍ରିଲରୁ ବିଳମ୍ବ ନକରି, 18 ବର୍ଷରୁ ଅଧିକ ଯୁବବର୍ଗ ପ୍ରତ୍ୟେକ ବ୍ୟକ୍ତି ଟୀକାକରଣ ପାଇବାକୁ ଯୋଗ୍ୟ ହେବେ। ଆଉ ଦ୍ୱନ୍ଦ୍ୱପୂର୍ଣ୍ଣ କୌଣସି ନିୟମ ନାହିଁ କି ପ୍ରତିବନ୍ଧକ ନାହିଁ।"

6.ପାରାଦୀପ ପରିଦର୍ଶନ କଲେ ଜାତୀୟ ପ୍ରତିରକ୍ଷା କଲେଜର 20 ପ୍ରତିନିଧି

ପାରାଦୀପରେ ପହଞ୍ଚି ଆଇଓସିଏଲ ବିଶୋଧନାଗାର ଓ ପାରାଦୀପ ବନ୍ଦର ପରିଦର୍ଶନ କରିଛନ୍ତି ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟର 20 ଜଣିଆ ପ୍ରତିନିଧି ମଣ୍ଡଳୀ ।

7.‘ମୋଇନ ଅଲୀ କ୍ରିକେଟ ଖେଳିନଥିଲେ ISIS ଆତଙ୍କବାଦୀ ହୋଇଥାନ୍ତେ’

ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ନେଇ ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରିନଙ୍କ ବିବାଦୀୟ ଟିପ୍ପଣୀ ।

8.ଫ୍ୟାସନ ଶୋ’ରେ ଚମକିଲେ ଅନୁଗୋଳ ପ୍ରତିଯୋଗୀ; 5 ଜଣଙ୍କୁ ଶ୍ରେଷ୍ଠତା ପୁରସ୍କାର

ଓଡିଶା ସାଇନିଂ ଆଇକନ ସିଜିନ-3, 2021 ରେ ଚମକିଲେ ଅନୁଗୋଳ ପ୍ରତିଯୋଗୀ । ଆୟୋଜିତ ପ୍ରତିଯୋଗିତାରେ 5 ଜଣ ପ୍ରତିଯୋଗୀଙ୍କୁ ନିଜର ଶ୍ରେଷ୍ଠତା ପୁରସ୍କାର ।

9.ଚକୋଲେଟ ବୟଙ୍କ ଫ୍ୟାନ୍ସ କରିବେ ମୁହଁ ମିଠା, ଜେଜେ ହେଲେ ଉତ୍ତମ ମହାନ୍ତି

ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବାବୁଶାନ। ବାପା ହେଲେ ଓଲିଉଡର ସୁପରଷ୍ଟାର ବାବୁଶାନ୍।

10.ୟୁଟ୍ୟୁବରେ ଛାଇଲା ନୱାଜଙ୍କ ଯାଦୁ, ‘ବାରିଶ କି ଜାଏ’କୁ 60 ମିଲିୟନ ଭ୍ୟୁ

ପ୍ରଥମ ମ୍ୟୁଜିକ ଭିଡିଓ ଜରିଆରେ ଦର୍ଶକଙ୍କ ମନ କିଣିଲେ ନୱାଜ । ଚର୍ଚ୍ଚାରେ ତାଙ୍କ ମ୍ୟୁଜିକ ଟ୍ରାକ ‘ବାରିଶ କି ଜାଏ’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.