ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡଖବର
ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Mar 18, 2021, 11:04 AM IST

1.ମଧ୍ଯାହ୍ନ 12ଟା ଯାଏ ଗୃହ ମୁଲତବୀ

ସମାନ ପ୍ରସଙ୍ଗକୁ ନେଇ ଗୃହ ଆରମ୍ଭରୁ ପ୍ରବଳ ହୋହଲ୍ଲା ଯୋଗୁଁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

2.ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର

ନୂଆପଡା ଜିଲ୍ଲା ଖରିଆର ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୬ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

3.ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ଆଜି ହେବ ଶୁଣାଣି

ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ହେବ ଶୁଣାଣି । ଏନେଇ ଗତ ଜାନୁଆରୀ ୨୭ ତାରିଖରେ ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦାଲତରେ ରିଜେଣ୍ଡର ଦାଖଲ କରଯାଇଥିଲା ।

4.ଡ୍ରୋନ ଉଡାଇ ଶ୍ରୀମନ୍ଦିର ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲା NSG ଟିମ୍‌

ବୁଧବାର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏନଏସଜି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ ଆଜି ମଧ୍ୟ ଯାଞ୍ଚ କରାଯାଉଛି । ଡ୍ରୋନ ଉଡାଇ ଫଟୋ ଉତ୍ତୋଳନ କରାଯାଇଛି ।

5.ଆଗକୁ ନିର୍ବାଚନ, ଆଜି ପଶ୍ଚିମବଙ୍ଗ-ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଆଜି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦି । ପୁରୁଲିଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଆସାମ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

6.ଜାଗିଲା ପୋଲିସ ଓ ପ୍ରଶାସନ, 15 ବେଆଇନ ଖଣି ବନ୍ଦ

ଆକ୍ସନ ମୁଡରେ ଜିଲ୍ଲା ପୋଲିସ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହିରେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ ବିପୁଳ ପରିମାଣରେ କୋଇଲା ଜବତ ସହ ଖଣିରେ ମାଟି ଭରି ଦିଆଯାଇଛି ।

7.ଜମି ଯୋଗାଇବା ନାଁରେ ଠକେଇ, ରାଜଧାନୀରେ ନକଲି ଆରଆଇ ଗିରଫ

ହୁସିଆର ! ରାଜଧାନୀରେ ଜମି କିଣା ବିକା କରୁଥିଲେ ହୋଇ ଯାଆନ୍ତୁ ସାବଧାନ । ଜଣେ ନକଲି ଆରଆଇକୁ ବାନ୍ଧିଛି ପୋଲିସ ।

8.ଧାନ କିଣିବା ଦାବିରେ ମଣ୍ଡି ଆଗରେ କୃଷକଙ୍କ ଧାରଣା

ଥମିନି ଚାଷୀ ସମସ୍ୟା । ଧାନ କିଣିବା ଦାବିରେ ନୟାଗଡ ଚାଷୀ ।

9.ଅଲ୍‌ ଇଂଲଣ୍ଡ ଓପନ: ସିନ୍ଧୁ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ

ମାଲେସିୟାର ସୋନିଆ ଚେହଙ୍କୁ ହରାଇ ଅଲ୍‌ ଇଂଲଣ୍ଡ ଓପନ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ।

10.କଙ୍ଗନାଙ୍କୁ ମାନସିକ ରୋଗୀ କହିଲେ KRK

ଭାଇରାଲ ହେଲା କେଆରକେଙ୍କ ନୂଆ ଟ୍ବିଟ । ଏଥର ବି-ଟାଉନର କୁଇନ କଙ୍ଗନାଙ୍କୁ କଡା କଥା ଶୁଣାଇଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.