1. ଆନ୍ଧ୍ରର ପଥର ଖାଦାନରେ ବିସ୍ଫୋରଣ, 9 ମୃତ
2. ବୋର୍ଡ ଇତିହାସରେ ଏଭଳି ସ୍ଥିତି ପ୍ରଥମ: ଗଣଶିକ୍ଷାମନ୍ତ୍ରୀ
ମାଟ୍ରିକ ଫଳାଫଳ ପାଇଁ ନିଆଯାଉଥିବା ନିଷତ୍ତି ବୋର୍ଡ ଇତିହାସରେ ପ୍ରଥମ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।
3. ଅମାନିଆଙ୍କୁ ନାହିଁ ତ୍ରାହି, ବାଇକରେ ୨ ଜଣ ଗଲେ କଟୁଛି ଫାଇନ
ସଟଡାଉନରେ ଚେକିଂ ଜୋରଦାର । ଏଜି ଛକରେ କଟୁଛି ଘନ ଘନ ଫାଇନ ।
4. ଚୀନର ପ୍ରଥମ ଟିକାକୁ ଅନୁମତି ଦେଲା WHO
ଚୀନର ପ୍ରଥମ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇଛି ।
5. ପାଠ ପଢିବାକୁ କହିବାରୁ ବାପା-ମା'ଙ୍କୁ ହତ୍ୟା କଲା ନାବାଳକ ପୁଅ
6. ଅର୍ଥନୈତିକ ପ୍ରୋତ୍ସାହନ ପର୍ଯ୍ୟାପ୍ତ ନୁହେଁ
7. କୋରୋନା କବଳରେ ଜଙ୍ଗଲ ରାଜା: ଉତ୍ତରପ୍ରଦେଶର 2 ସିଂହ କୋଭିଡ ପଜିଟିଭ
8. INS ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ
ଭାରତୀୟ ନୌସେନା ବିମାନ ପରିବହନକାରୀ କମ୍ପାନୀ INS ବିକ୍ରମାଦିତ୍ୟରେ ଲାଗିଛି ସାମାନ୍ୟ ନିଆଁ ।
9. ଅନ୍ଧବିଶ୍ବାସର ଅନ୍ଧଗଳି: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା !
ମାଲକାନଗିରିରେ ଗୁଣିଗାରେଡି ପାଇଁ ଡାକିଥିବା ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି ।
10. କୋରୋନାରେ ଆକ୍ରାନ୍ତ ହେଲେ ବି-ଟାଉନ କୁଇନ