1.ବଜେଟ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ 16 ବିରୋଧୀ ଦଳ
2.ଫେବୃଆରୀ 2ରେ ଘୋଷଣା ହେବ CBSE ଦଶମ-ଦ୍ବାଦଶ ପରୀକ୍ଷା ସୂଚୀ
ଚଳିତବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡର ପରୀକ୍ଷା ସୂଚୀ ଫେବୃଆରୀ 2ରେ ଘୋଷଣା କରିବ ସିବିଏସଇ ।
3.ଗୋଳନ୍ଥରାରେ ଚାଞ୍ଚଲ୍ୟ, 7 ବର୍ଷର ଝିଅକୁ ଗଳାକାଟି ହତ୍ୟା ଉଦ୍ୟମ
ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ନିକଟରେ ଜଣେ ଯୁବକ 7 ବର୍ଷର ନାବାଳିକାର ବେକକୁ କାଟିଥିବା ଅଭିଯୋଗ ହୋଇଛି ।
4. ଷ୍ଟାର ଦମ୍ପତି ବିବାଦ:ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ
5.‘ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଟିକା ନନେଲେ ମିଳିବନି ମାଗଣା କୋରୋନା ଟିକା’
6.ପଶ୍ଚିମବଙ୍ଗ ନିର୍ବାଚନ: ମେଣ୍ଟ ଦଳ ସିଟ ସେୟାର ଘୋଷଣା, 92ରେ କଂଗ୍ରେସ 101ରେ ଲଢିବେ ବାମ ପ୍ରାର୍ଥୀ
7.କାଜାଖସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଶୁଭଦର୍ଶୀନି ତ୍ରିପାଠୀ
8.କେନ୍ଦୁଝରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
9.ବିଜୁ ପକ୍କା ଘର ଯୋଜନା କେଳେଙ୍କାରୀ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି
ବିଜୁ ପକ୍କା ଘର ଯୋଜନା କେଳେଙ୍କାରୀ ପ୍ରସଙ୍ଗକୁ ପୁଣି ବିଜେପି ଉଠାଇ ରାଜ୍ୟପାଳଙ୍କୁ ଗୁରୁବାର ଭେଟିଛି ।
10.ଅମ୍ପାୟର ଅକ୍ସେନଫୋର୍ଡଙ୍କ ଅବସର, ଗାବା ଟେଷ୍ଟ ଥିଲା ଶେଷ ମ୍ୟାଚ