1.STATE CORONA: ଦିନକରେ ୫୨୯ ପଜିଟିଭ ଚିହ୍ନଟ, ୬୨ ଶିଶୁ ଆକ୍ରାନ୍ତ
2.India Corona: 15 ହଜାର ତଳେ ଦୈନିକ ସଂକ୍ରମଣ
ଦେଶରେ ନିୟନ୍ତ୍ରଣକୁ ଆସୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 14,313 ନୂଆ ସଂକ୍ରମିତ ଚିହ୍ନଟ ।
3.ପୌର ଆଇନରେ ସଂଶୋଧନ: ଜାରି ହେଲା ଗେଜେଟ୍ ବିଜ୍ଞପ୍ତି, 2022 ଜୁନ ପରେ ନିର୍ବାଚନ !
ପୌର ଆଇନରେ ସଂଶୋଧନ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ଆଇନ ବିଭାଗ ପକ୍ଷରୁ ଜାରି ହେଲା ଗଜେଟ ବିଜ୍ଞପ୍ତି ।
4.ଆଜି G-20 ଶିଖର ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି
ଆଜି ଅର୍ଥାତ ୧୨ ଅକ୍ଟୋବରରେ ହେବ ଜି-୨୦ ସମ୍ମିଳନୀ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
5.ଭୃଣ ହତ୍ୟାରେ ଲାଗିବ ଅଙ୍କୁଶ, CDMO ନଜରରେ କ୍ଲିନିକ ଓ ହସ୍ପିଟାଲ
6.ଆଜି ୨୮ତମ NHRC ପ୍ରତିଷ୍ଠା ଦିବସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
7.ଶାମୁକାରେ ସଜେଇ ହୋଇଛି ମା’, ସପ୍ତମୀ ଶୁଭେଚ୍ଛା ଦେଲେ ସୁଦର୍ଶନ
ଆଜି ଶାରଦୀୟ ଦୁର୍ଗା ପୂଜାର ମହାସପ୍ତମୀ । ଆଦ୍ୟାଶକ୍ତି ମା' ଦୁର୍ଗାଙ୍କ ଆଗମନରେ ଗଗନ ପବନରେ ଭରିଯାଇଛି ଆନନ୍ଦ ଓ ଉନ୍ମଦନା ।
8.କଟକରେ ନାଇଟ କର୍ଫ୍ୟୁ କଡାକଡି, ନଜର ରଖିଛନ୍ତି DCP
9.ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା, ଅଡୁଆରେ ବିଜେଡି ବିଧାୟକ
10.ଖଳନାୟକଙ୍କୁ ଝୁରୁଛି ଓଡିଶା, ଆଜି ବି ତାଜା ମା ରାଣ..ଚକମାଚୁର ଡାଇଲଗ