ETV Bharat / bharat

TOP NEWS AT 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 7, 2022, 9:01 PM IST

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1.24 ପାଇଁ ପାଗଭିଡା: ମୋଦିଙ୍କୁ ଟକ୍କର ଦେବେ ନୀତିଶ ! ଆରମ୍ଭ କଲେ ନୂଆ ମିଶନ

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ଆରମ୍ଭ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର (Nitish Kumar on 2024 election mission ) । ମୋଦି ଲହର ରୋକିବା ପାଇଁ ମହାମେଣ୍ଟକୁ ବାସ୍ତାବ ରୂପ ଦେବାକୁ ଚେଷ୍ଟା ଚଳାଇଛନ୍ତି ନୀତିଶ କୁମା

2.ବନ୍ୟା କ୍ଷୟକ୍ଷତି ରିପୋର୍ଟ: 14235 ବାସଗୃହ, 33% ଚାଷ ଜମି କ୍ଷତିଗ୍ରସ୍ତ

ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର 24ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିଛନ୍ତି

3.ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: 8ରେ ଲଘୁଚାପ, ୟେଲୋ ଆଲର୍ଟ ଜାରି

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି

4.Encounter In Anantnag: 2 ଆତଙ୍କୀ ସଫା

ଅନନ୍ତନାଗ ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳତା (Encounter in Anantnag) । ଟଳିଲେ ଦୁଇ ହାର୍ଡକୋର ଆତଙ୍କୀ । ଏବେ ମଧ୍ୟ ଅପରେସନ ଜାରି ରହିଥିବା ନେଇ କାଶ୍ମୀର ଜୋନ ପୋଲିସର ସୂଚନା

5.ନବୀନ ପଟ୍ଟନାୟକଙ୍କୁ ପୁରସ୍କାର, ବିରୋଧୀ କହିଲେ ନିର୍ବାଚନ ପାଇଁ ପ୍ରୟୋଜିତ ସମ୍ମାନ

ଦିଲ୍ଲୀରେ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ପୁରସ୍କାର ରାଜନୀତି ଆରମ୍ଭ ହୋଇଥିବା ନେଇ ଆଲୋଚନା ହେଉଥିବା ବେଳେ କଂଗ୍ରେସ ଏହାକୁ ଡ୍ରାମାବାଜୀ ବୋଲି କହିଛି

6.ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ହାଇକୋର୍ଟରେ ଦାଖଲ କରିଥିବା ପିଟିସନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Actress Barsha Priyadarshini withdrew petition )। ଏହାପରେ ଏହି ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

7.କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ

କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ । କନ୍ୟାକୁମାରୀରୁ ବାପାଙ୍କ ସ୍ମାରକୀ ପୀଠରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ । ଆରମ୍ଭ କଂଗ୍ରେସର ଭାରତ ଯୋଡ ଯାତ୍ରା ।

8.ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର

ରାଜଧାନୀରେ ବିବାହିତ ବ୍ୟାଙ୍କ କର୍ମଚାରାଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ ବିଡିଏ ଫିଲ୍ଡ ଇନ୍ସପେକ୍ଟର(BDA Field Inspector Arrest)। ଅଭିଯୁକ୍ତ ବିଡିଏ ଫିଲ୍ଡ ଇନ୍ସପେକ୍ଟର ମନୋରଞ୍ଜନ ଦାସଙ୍କୁ ବାନ୍ଧିଲା ଲକ୍ଷ୍ମୀସାଗର ଥାନା ପୋଲିସ

9.Asia Cup 2022: ବାବରଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ଥାନ

ପାକିସ୍ତାନ ଟସ ଜିତି ଅଧିନାୟକ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫାଇନାଲ ରାଉଣ୍ଡର ଟିକେଟ ପାଇଁ ଉଭୟ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ତେବେ ଆଜିର ମ୍ୟାଚ ନିର୍ଭର କରେ ଭାରତ ଫାଇନାଲ ମ୍ୟାଚ ଖେଳି ପାରିବ କି ନାହିଁ

10.ମଣି ରତ୍ନମ୍‌ଙ୍କ ଫିଲ୍ମ Ponniyin Selvanର ଧମାକାଦାର ଟ୍ରେଲର ରିଲିଜ

ମଣି ରତ୍ନମ୍‌ଙ୍କ ଐତିହାସିକ ଡ୍ରାମା ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍‌ର ଟ୍ରେଲର ଲଞ୍ଚ (Ponniyin Selvan Trailer Launch) କରାଯାଇଛି । ଏହି ଫିଲ୍ମ ସେପ୍ଟେମ୍ବର 30ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.