ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 17, 2022, 9:03 PM IST

1.Cabinet Decision: ୩ ଲକ୍ଷ ଯାଏଁ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

2.ସନ୍ଧ୍ୟା ପର୍ଯ୍ୟନ୍ତ ଗେଟ୍‌ ଅପରେସନରେ ହେବନାହିଁ ପରିବର୍ତ୍ତନ କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଗେଟ୍‌ ଅପରେସନରେ ପରିବର୍ତ୍ତନ ହେବନାହିଁ(no change in Hirakud gate operation) । ଆଉ ଗେ୍ଟ‌ ଖୋଲିବ କି ବନ୍ଦ ହେବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ହେବ ।

3.ରୋହିଙ୍ଗ୍ୟାଙ୍କୁ ଆର୍ଥିକ ପଛୁଆ ବର୍ଗ ଫ୍ଲାଟରେ ଥଇଥାନ ପାଇଁ ଦିଆଯାଇନି ନିର୍ଦ୍ଦେଶ, ସ୍ପଷ୍ଟ କଲା ଗୃହ ମନ୍ତ୍ରଣାଳୟ

ଦିଲ୍ଲୀରେ ରୋହିଙ୍ଗ୍ୟାଙ୍କୁ ଫ୍ଲାଟରେ ଥଇଥାନ ନେଇ କେନ୍ଦ୍ର ସରକାର ଦେଇ ନାହାନ୍ତି କୌଣସି ନିର୍ଦ୍ଦେଶ । ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ଗୃହମନ୍ତ୍ରଣାଳୟ ।

4.ଦିଲ୍ଲୀରେ Make India No 1 କ୍ୟାମ୍ପେନ ଲଞ୍ଚ କଲେ କେଜ୍ରିଓ୍ୱାଲ

ଦିଲ୍ଲୀରେ ମେକ ଇଣ୍ଡିଆ ନମ୍ବର ଓ୍ବାନ ମିଶନ (Make India No 1) ଆରମ୍ଭ କଲେ ଅରବିନ୍ଦ କେଜ୍ରିଓ୍ବାଲ । ସ୍ବାଧୀନତାର ଉଦାହରଣ ଦେଇ କେନ୍ଦ୍ରକୁ କଲେ ପରୋକ୍ଷରେ ଟାର୍ଗେଟ ।

5.ମହିଳା ଉତ୍ତେଜକ ପୋଷାକ ପିନ୍ଧିଥିଲେ ହୋଇପାରିବ ନାହିଁ ଯୌନ ଉତ୍ପୀଡନ ମାମଲା

ଯଦି ଅଭିଯୋଗକାରୀ ମହିଳା ଯୌନ ଉତ୍ତେଜକ ପୋଷାକ ପିନ୍ଧିଥାନ୍ତି, ତେବେ ରୁଜୁ ହୋଇପାରିବ ନାହିଁ ଯୌନ ନିର୍ଯାତନା ମାମଲା Sexual assault case) । ଲେଖକ ସିଭିକ ଚନ୍ଦ୍ରନଙ୍କ ମାମଲାରେ ଏପରି କିଛି ରାୟ ସହ ଅଭିଯୁକ୍ତଙ୍କୁ ଜାମିନ ଦେଲେ କେରଳର ସ୍ଥାନୀୟ କୋର୍ଟ ।

6.ଥାଇଲ୍ୟାଣ୍ଡରେ ସିରିଜ ବୋମାମାଡ, 7 ଆହତ

ଦକ୍ଷିଣ ଥାଇଲ୍ୟାଣ୍ଡରେ ବୋମାମାଡ ଓ ଜଳାପୋଡା । 7 ଆହତ ହୋଇଥିବା ସୂଚନା । ହୋଇନି ପ୍ରାଣହାନୀ । ଗତ ରାତିରେ ଦକ୍ଷିଣ ଥାଇଲ୍ୟାଣ୍ଡର ଏକାଧିକ ସ୍ଥାନରେ ଏହି ଆକ୍ରମଣ ଘଟିଥିବା ସେନାର ସୂଚନା ।

7.ହାଇକୋର୍ଟଙ୍କ ନିର୍ଦ୍ଦେଶ, ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବର୍ଷା

ବର୍ଷାଙ୍କୁ ଦିଲ୍ଲୀ ପୋଲିସ ନିକଟରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ (Barsha priyadarshini to appear before Delhi police) । ବର୍ଷାଙ୍କ ନାଁ ରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀ ପୋଲିସ ନିକଟରେ ଏତଲା ହୋଇଛି ।

8.Plus Two Admission, ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା

ପ୍ରକାଶ ପାଇଲା ଯୁକ୍ତ ଦୁଇ ଆଡମିଶନ ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ତାଲିକା । ଯୁକ୍ତ ଦୁଇ ପଢ଼ିବା ପାଇଁ 4 ଲକ୍ଷ୍ୟ 80 ହଜାର 704 ଛାତ୍ରଛାତ୍ରୀ ଆବେଦନ କରିଥିଲେ ।

9.INDvsZIM series : ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କାଲିଠୁ ଆରମ୍ଭ ହେବାକୁ ଯାଉଛି ଭାରତ- ଜିମ୍ବାୱେ ଦିନିକିଆ ସିରିଜ । ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମ୍ୟାନ ଇନ ବ୍ଲୁ ।

10.ଫସିଲେ ଜ୍ୟାକଲିନ, ଠକେଇ ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ED

ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । 200 କୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.