ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 14, 2022, 9:03 PM IST

୧. Sri Lanka Crisis: ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ଷେ

ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ଷେ । ଏହାକୁ ନେଇ ଶ୍ରୀଲଙ୍କା ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨. Monkey pox: କେରଳରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ସ୍ଥିତି ପରଖିବା ପାଇଁ ଟିମ ପଠାଇଲା କେନ୍ଦ୍ର

ଭାରତରୁ ମିଳିଲା ମଙ୍କିପକ୍ସ ଭାଇରସ । କେରଳରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ । ଉକ୍ତ ବ୍ୟକ୍ତି ଜଣକ UAEରୁ ଫେରନ୍ତା ବୋଲି ଜଣାପଡ଼ିଛି ।

୩. OdishaAssembly: ମହାନଦୀରେ ଛତିଶଗଡର ବ୍ୟାରେଜ ସୃଷ୍ଟି କରିଛି ଜଳସଙ୍କଟ: ଜଳସମ୍ପଦ ମନ୍ତ୍ରୀ

ମହାନଦୀର ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଯୋଗୁଁ ସୃଷ୍ଟି କରିଛି ଜଳସଙ୍କଟ । ଫଳରେ ଓଡିଶା ପ୍ରଭାବିତ ହେଉଛି ।

୪. ଡ୍ରାଇଭରଙ୍କ ସୁରକ୍ଷା ଲାଗି ନିର୍ମାଣ ହେବ ବିଶ୍ରାମଗାର !

ଡ୍ରାଇଭର ମାନଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ । ପ୍ରତି 100 କିଲୋମିଟର ମଧ୍ୟରେ ବିଶ୍ରାମଗାର, ଗାଡି ପାର୍କିଂ ଏବଂ ଶୌଚାଳୟର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ।

୫. OdishaAssembly : ରାଜ୍ୟର 5 ଟି ନଦୀବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି

ବିପଦରେ ରାଜ୍ୟର ଶତାଧିକ ନଦୀବନ୍ଧ । 270 ଟି ନଦୀବନ୍ଧକୁ ହେଲାଣି 50 ବର୍ଷରୁ ଅଧିକ ।

୬. ବଢୁଛି ଅଡୁଆ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ଜୁବୈର

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହମ୍ମଦ ଜୁବୈର । ବିବାଦୀୟ ଟ୍ବିଟ୍‌ କରି ଗିରଫ ହୋଇଥିବା ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ସିଦ୍ଧ ଦର୍ଶାଇଲେ ପଟିଆଲା ହାଉସ କୋର୍ଟ ।

୭. SCBରେ କିଡନୀ ରୋଗୀଙ୍କୁ ଶସ୍ତା ଔଷଧ ଦିଆଯାଉଥିବା ଅଭିଯୋଗ

SCBରେ ଚିକିତ୍ସିତ ହୋଇ କିଡନୀ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କ ସଙ୍ଗୀନ ଅଭିଯୋଗ ।

୮. ହଷ୍ଟେଲ ଥିବା ଶିକ୍ଷାନୁଷ୍ଠାନରେ କୋଭିଡ ଟେଷ୍ଟ କରାଯିବ: CMC ସ୍ବାସ୍ଥ୍ୟ ଅଧିକାରୀ

ରାଜ୍ୟରେ କ୍ରମାଗତ ଭାବେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଛି । ବୁଧବାର କଟକର ଏକ ଶିକ୍ଷାନୁଷ୍ଠାନରେ ୪୪ ଛାତ୍ରଛାତ୍ରୀ ପଜେଟିଭ ଚିହ୍ନଟ ହେବା ପରେ ସିଏମସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି ।

୯. ଦୁର୍ବଳ ହେଲା ଲଘୁଚାପ, ପ୍ରଭାବରେ ୧୬ ଯାଏଁ ଲାଗିରହିବ ବର୍ଷା

ଦୁର୍ବଳ ହେଲା ଲଘୁଚାପ । ୧୬ ପର୍ଯ୍ୟନ୍ତ ବର୍ଷିବ, ଏହାପରେ ଧୀରେ ଧୀରେ ଦୁର୍ବଳ ହେବା ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ।

୧୦. ପ୍ରବଳ ବର୍ଷାରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ କାର ଓ ବାଇକ ଚାଳକ

କେରଳରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.