ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 9, 2022, 9:06 PM IST

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. MSPର ପୁରା ଅର୍ଥ ଚାଷୀ ସିଧାସଳଖ ପାଇବାର ପ୍ରତିଶୃତି ରାଜ୍ୟ ସରକାର ଦିଅନ୍ତୁ

କେନ୍ଦ୍ର ସରକାର 17 ଟି କୃଷି ଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 100 ଟଙ୍କା ବୃଦ୍ଧି କରାଯାଇଛି ।

୨. ବିମାନ ଯାତ୍ରାବେଳେ ମାସ୍କ ବାଧ୍ୟତାମୂଳକ, ନ ମାନିଲେ ହେବେ ଦଣ୍ଡିତ

ପୁଣି ବିମାନ ଯାତ୍ରାବେଳେ ମାସ୍କ ହେଲା ବାଧ୍ୟତାମୂଳକ । ନିୟମ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

୩. ଗୁରୁବାର ବସିବ BMC ପ୍ରଥମ କାଉନସିଲ ବୈଠକ

ଦୀର୍ଘ ଅଢେଇ ବର୍ଷ ପରେ ଶୁକ୍ରବାର ବସିବ ଭୁବନେଶ୍ବର ମହାନଗର ନିଗମର(BMC) ପ୍ରଥମ କାଉନସିଲ ବୈଠକ ।

୪. ରାଜ୍ୟ ସରକାର ଚାଷୀଙ୍କୁ ଅବହେଳା କରୁଛନ୍ତି: ସୁର

କେନ୍ଦ୍ର ସରକାର ବୁଧବାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର କହିଛନ୍ତି, କେନ୍ଦ୍ର 100 ଟଙ୍କା ବୃଦ୍ଧି କରୁଛି ତେବେ ରାଜ୍ୟ କଣ ପାଇଁ କିଛି କରୁନାହିଁ ।

୫. ଚଳିତବର୍ଷ ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ !

ଚଳିତବର୍ଷର ରାଜଧାନୀରେ ପ୍ରଥମ ଡେଙ୍ଗୁରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

୬. Rajya Sabha Polls: ମତଦାନରୁ ବଞ୍ଚିତ ହେବେ ମହାରାଷ୍ଟ୍ରର ୨ ବିଧାୟକ

ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମହାରାଷ୍ଟ୍ରର ଗିରଫ ବିଧାୟକ । ମତଦାନ ଗୋଟିଏ ଦିନ ପୂର୍ବରୁ ଦିନିକିଆ ବେଲ୍‌ ଆବେଦନ ଖାରଜ କଲେ କୋର୍ଟ ।

୭. ପ୍ରେମିକ ଘର ଆଗରେ ୨ ନାବାଳିକାଙ୍କ ଧାରଣା, ସ୍ତ୍ରୀର ପରିଚୟ ଦିଅ ନଚେତ ଆତ୍ମହତ୍ୟା କରିବୁ

ଭଦ୍ରକ ଧାମନଗର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ପ୍ରେମିକଙ୍କ ସହ ବିଳମ୍ବିତ ରାତିରେ ୨ ନାବାଳିକା ଭଉଣୀ ଗ୍ରାମବାସୀଙ୍କ ହାତରେ ଧରାପଡିବା ପରେ ସ୍ତ୍ରୀର ମାନ୍ୟତା ପାଇଁ ଧାରଣା ଦେଇଛନ୍ତି ।

୮. ବୃତ୍ତି ପ୍ରତି ସଚ୍ଚୋଟତା, ସିଡ଼ି ଚଢି ପାଣିଟାଙ୍କି ଯାଞ୍ଚ କଲେ ରୋହତାସ ଜିଲ୍ଲାପାଳ

ବିହାର ରୋହତାସ ଠାରେ ଲଗାତାର ଭାବରେ ସରକାରୀ ଯୋଜନାର ଯାଞ୍ଚ କରୁଛନ୍ତି ଜିଲ୍ଲାପାଳ ଧର୍ମେନ୍ଦ୍ର

୯. Ind vs SA T20: କିଷନଙ୍କ ଧୂଆଁଦାର ବ୍ୟାଟିଂ, ପ୍ରୋଟିଆଜ୍‌ ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦମଦାର ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟର । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୧୨ ରନ୍‌ ଟାର୍ଗେଟ ରଖିଛି ଭାରତ ।

୧୦. Amir Liaqat Hussain Dead: ପାକ୍ ସାଂସଦ ଆମିର ଲିଆକତଙ୍କ ସନ୍ଦେହଜନକ ମୃତ୍ୟୁ

ପାକ୍ ସାଂସଦ ତଥା ଜଣାଶୁଣା ଟିଭି ହୋଷ୍ଟ ଆମିର ଲିଆକତ୍‌ ହୁସେନଙ୍କ ଦେହାନ୍ତ ହୋଇଛି । ଆମିର ଲିଆକତ୍‌ ହୁସେନ୍‌ଙ୍କ ମୃତଦେହ କରାଚିସ୍ଥିତ ତାଙ୍କ ଘରୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.