ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 5, 2022, 9:05 PM IST

1. ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ଦିଆଯାଇଛି । ବିଧାନସଭାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ ।

2. Accident In Uttarakhand: ଖାଇକୁ ଖସିଲା ପର୍ଯ୍ୟଟକ ବସ, 17 ମୃତ

ଉତ୍ତରାଖଣ୍ଡ ଉତ୍ତରକାଶୀ ନିକଟରେ 200 ମିଟର ଖାଇକୁ ଖସିଲା ପର୍ଯ୍ୟଟକ ବସ । 17 ମୃତଦେହ ଉଦ୍ଧାର । ଅନେକ ଆହତ ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବସରେ ଥିଲେ 30 ପର୍ଯ୍ୟଟକ । ଅଧିକାଂଶ ମଧ୍ୟ ପ୍ରଦେଶର ।

3. Odisha New Cabinet: ଏଣିକି ୫T ନୁହେଁ ୬Tରେ କାର୍ଯ୍ୟ କରିବେ ମନ୍ତ୍ରୀ

ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନବ ଗଠିତ ମନ୍ତ୍ରୀମଣ୍ଡଳର ସଦସ୍ୟ । ନୂଆମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

4. Odisha New Cabinet: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ

ବିଭାଗ ବଣ୍ଟନ ପରେ ନବୀନ ନିବାସରେ ପହଞ୍ଚିଛନ୍ତି ୨୧ ନୂଆ ମନ୍ତ୍ରୀ । ପୂର୍ବାହ୍ନରେ 21 ମନ୍ତ୍ରୀ ନେଇଥିଲେ ଶପଥ ।

5. Hapur factory blast: ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି, ମାଲିକଙ୍କ ସମେତ 2ଜଣଙ୍କ ନାଁରେ ମାମଲା

ଉତ୍ତରପ୍ରଦେଶ ହାପୁର ବିସ୍ଫୋରଣରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ । କାରଖାନା ପରିଚାଳକଙ୍କୁ ଗିରଫ କଲା ପୋଲିସ । ମାଲିକଙ୍କ ସମେତ ଦୁଇ ଜଣଙ୍କ ନାଁରେ ମାମଲା । ଜାରି ରହିଛି ତଦନ୍ତ ।

6. Rajnath to Visit Vietnam: ବ୍ରହ୍ମୋସ ମିସାଇଲର ରପ୍ତାନୀକୁ ଗୁରୁତ୍ବ

ବୁଧବାର ଠାରୁ 3 ଦିନିଆ ଭିଏତନାମ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ ରପ୍ତାନୀ ଚୁକ୍ତିକୁ ମିଳିପାରେ ଗୁରୁତ୍ବ ।

7. ସଂଖ୍ୟାଲଘୁଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ: BJPରୁ ନିଲମ୍ବିତ ହେଲେ ନୁପୂର ଶର୍ମା, ନବୀନ ଜିନ୍ଦଲ

ସଂଖ୍ୟାଲଘୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ନୁପୂର ଶର୍ମା, ନବୀନ ଜିନ୍ଦଲଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲା BJP ।
8. ପଟିଆଲା ହାଉସ କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ, 5 ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ପଟିଆଲା ହାଉସ କୋର୍ଟରେ ହାଜର କଲା ଦିଲ୍ଲୀ ପୋଲିସ । ଆର୍ମ ଆକ୍ଟରେ 5 ଦିନିଆ ରିମାଣ୍ଡରେ ନେଲା ପୋଲିସ ।

9. ଅଭିନେତା ସଲମାନ ଖାନଙ୍କୁ ଚିଠିରେ ହତ୍ୟା ଧମକ

ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ବାପାଙ୍କୁ ହତ୍ୟା ଧମକ । ମର୍ଣ୍ଣିଂ ଓ୍ବାକ ବେଳେ ମିଳିଲା ଧମକପୂର୍ଣ୍ଣ ଚିଠି । ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ ।

10. IIFA 2022: କୀର୍ତ୍ତି ସାନନ ଶ୍ରେଷ୍ଠ ଅଭିନେତ୍ରୀ ଓ ଭିକ୍କି କୌଶଲ ଶ୍ରେଷ୍ଠ ଅଭିନେତା

ଆବୁଧାବିରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଫିଲ୍ମ ଏକାଡେମୀ ଆୱାର୍ଡ୍ସ(IIFA) 2022 ସରିଲା । ଭିକ୍କି କୌଶଲ ଏବଂ କୀର୍ତ୍ତି ସାନନଙ୍କୁ ମିଳିଲା ବେଷ୍ଟ ଅଭିନେତା-ଅଭିନେତ୍ରୀ ସମ୍ମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.