ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ରାତି ୯ଟାର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 29, 2022, 9:04 PM IST

1. Building Collapsed: ତେଲେଙ୍ଗାନାରେ ଭୁଶୁଡିଲା 2 ମହଲା କୋଠା, ୪ ମୃତ

ଦୁଇ ମହଲା କୋଠା ଭୁଶୁଡି ୪ ମୃତ । ତେଲେଙ୍ଗାନର ଭୁବନଗିରି ଜିଲ୍ଲା ଅନ୍ତର୍ଗତ ୟାଦଗିରିଗୁଟ୍ଟାରେ ଏହି ଦୁଇ ମହଲା କୋଠା ଭୁଶୁଡି ପଡିବାରୁ ୪ଜଣଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହତ ହୋଇଛନ୍ତି ।

2. Power Outage: ହନ୍ତସନ୍ତ ହେଉଛନ୍ତି ରାଜସ୍ଥାନବାସୀ, ଦୈନିକ ୬ରୁ ୭ ଘଣ୍ଟା କଟୁଛି ବିଜୁଳି

ବିଭିନ୍ନ ରାଜ୍ୟରେ କୋଇଲା ଅଭାବ କାରଣରୁ ଘନ ଘନ ବିଜୁଳିକାଟ କରାଯାଉଛି । ତାପଜ ବିଦ୍ୟୁତ୍‌କେନ୍ଦ୍ର ଚାଲିବା ପାଇଁ ଆବଶ୍ୟକ ପଡୁଥିବା କୋଇଲା ଯୋଗାଣରେ ବାଧାପ୍ରାପ୍ତ ହେବାରୁ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି ।

3. CM Naveen Patnaik In New Delhi: ଗରିବୀ ହଟିଛି, ଓଡିଶା ଏବେ ମଡେଲ୍ ରାଜ୍ୟ କହିଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ସାମିଲ ହେବାକୁ ଦିଲ୍ଲୀ ଆସିଛି ।"

4. ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ

ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ନନ୍ଦାହାଣ୍ଡି ଦୁର୍ନୀତି ପେଡି ଖୋଲିଛି । ବିଧାୟକ ମନୋହର ରନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ ।

5. ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ, ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରାଉଛନ୍ତି ଆଡମିଶନ

ଦଲାଲଙ୍କ ଟାର୍ଗେଟରେ ଛାତ୍ରଛାତ୍ରୀ । ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ କରୁଛନ୍ତି ଆଡମିଶନ। ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇଥିବା ୬ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରର ବିଜେବି କଲେଜ ପରେ ଏବେ ରାଜଧାନୀ କଲେଜରୁ 6 ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି । ମୋଟା ଅଙ୍କର ଟଙ୍କା ନେଇ ଦଲାଲ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର।

6. ବୟଫ୍ରେଣ୍ଡ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ ୯୭ ଲକ୍ଷ, ବନ୍ଧାହେଲେ ବାନ୍ଧବୀ

ଛାତ୍ରଛାତ୍ରୀଙ୍କ କଲେଜ ଫି ଆଦାୟ କରି ବୟଫ୍ରେଣ୍ଡଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ଲେଡି ଆକାଉଣ୍ଟାଣ୍ଟ । ମାମଲାର ଖୁଲାସା କରି ବାନ୍ଧବୀଙ୍କୁ ବାନ୍ଧିଲା ପୋଲିସ ।

7. ମିଳୁନି ହସ୍ପିଟାଲ ବେଡ: ମୁଣ୍ଡ ଉପରେ ଡହଡହ ଖରା, ଗଛ ତଳେ କର୍କଟ ରୋଗୀ, ଚିକିତ୍ସା କଥା ପଚାରେ କିଏ !

ଆଃ କି କରୁଣ ଦୃଶ୍ୟ ! ଅସହ୍ୟ ଗରମରେ ଗଛ ତଳେ ବିତୁଛି ରୋଗୀଙ୍କ ଜୀବନ । ଦିନରେ ପ୍ରବଳ ତାତି ସାଙ୍ଗକୁ ରାତିରେ ମଶାବଣରେ ପଡିଛନ୍ତି ଅନେକ ଅସହାୟ ରୋଗୀ । କଟକ ଜିଲ୍ଲାରେ ଥିବା ଆଚାର୍ଯ୍ୟ ହରିହରର କର୍କଟ କେନ୍ଦ୍ରରେ ଚିକିତ୍ସା କ୍ଷେତ୍ରରେ ଏଭଳି ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

8. ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା ସପ୍ତାହରୁ ତାତିରୁ ମିଳିପାରେ ନିସ୍ତାର

ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।

9. IPL-2022: ଲକ୍ଷ୍ନୌ ବିପକ୍ଷରେ ଟସ୍ ଜିତି ପଞ୍ଜାବର ଫିଲ୍ଡିଂ ନିଷ୍ପତ୍ତି

ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ଭେଟିବ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଟସ୍ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି ।

10. Dhaakad Trailer: ବୋଲ୍ଡ ଲୁକ୍‌ରେ ଆକ୍ସନ ଅବତାର ଦେଖାଇଲେ କଙ୍ଗନା

କଙ୍ଗନା ରଣାୱତଙ୍କ ଚଳଚ୍ଚିତ୍ର ଧାକଡର ଟ୍ରେଲର (Dhaakad Trailer OUT) ରିଲିଜ ହୋଇଛି । ଟ୍ରେଲରରେ କଙ୍ଗନାଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.