ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 11, 2022, 9:00 PM IST

1.ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଅନୁରୋଧ କରିଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଲୋକର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଅନୁରୋଧ କରିଛନ୍ତି ।

2.Deoghar Ropeway Rescue: ଉଦ୍ଧାର ବେଳେ ହେଲିକପ୍ଟରରୁ ଖସି ପଡିଲେ ପର୍ଯ୍ୟଟକ

ଝାଡଖଣ୍ଡ ତ୍ରିକୂଟ ରୋପୱେରେ ଉଦ୍ଧାର ବେଳେ ଅଘଟଣ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟରରୁ ଖସିପଡିଲେ ପର୍ଯ୍ୟଟକ । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା ଭାରତୀୟ ବାୟୁସେନାର ଦୁଇଟି MI-17 ହେଲିକପ୍ଟର ।

3.Encounter in Kulgam: ଦୁଇ ଆତଙ୍କୀ ନିପାତ, ଏବେବି ଗୁଳି ବିନିମୟ ଜାରି

ଦକ୍ଷିଣ କାଶ୍ମୀରର କୁଲଗାମରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ସଫା ।

4.Ram Navami Violence: ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ବୁଲଡୋଜର ବୁଲି ଭାଙ୍ଗିଲା ଘର

ମଧ୍ୟପ୍ରଦେଶର ଖରୋଗନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ । 84 ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢାଇ ଦେଲା ପ୍ରଶାସନ ।

5.ସେହେବାଜ ଆଣିବେ କି ନୂଆ ପଲିସି ? ବଦଳିବ ଭାରତ-ପାକ୍ ସମ୍ପର୍କ !

ଦୁଇ ପଡୋଶୀ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ଏବଂ ସୀମାରେ କୌଣସି ବି ମୁହୂର୍ତ୍ତରେ ସମରସଜ୍ଜା ଆଶଙ୍କା ମଧ୍ୟରେ କଣ ରହିବ ନୂଆ ପ୍ରଧାନମନ୍ତ୍ରୀଙ୍କ ନୂଆ ପଲିସି । ତେବେ ନଜର ପକାନ୍ତୁ କିଛି ପଲିସି ଉପରେ, ଯାହା ସମ୍ଭବ ହେଲେ ଭାରତ ପାକିସ୍ତାନ ସମ୍ପର୍କ ସୁଧୁରିବାର ସୂତ୍ର ବାହାରିବା ସହିତ ଦୁଇ ପଡୋଶୀ ଦେଶରେ ଟେନସନ୍ ହ୍ରାସ ପାଇବ ।

6.୧୨ ବର୍ଷ ପରେ ଫେରିବ ପୁଅ, ଖୁସିରେ ଆତ୍ମ ବିଭୋର ମାଆ

ଫେରିବ ନିଖୋଜ ପୁଅ । ଦୀର୍ଘ ୧୨ ବର୍ଷ ଧରି ନିଖୋଜ ଥିବା ପୁଅ ଶେଷରେ ଘରକୁ ଫେରିବ । ତେବେ ବିହାରର ବକ୍ସର ଜିଲ୍ଲାର ମୁଫସିଲ୍ ଥାନା ଅନ୍ତଗର୍ତ ଖିଲାଫତପୁର ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି ।

7.ପୁରୀ ପାଇଁ ଖୁସିଖବର, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଏଣିକି ନିଜ ମାଟିରେ ଡାକ୍ତର ହେବା ସ୍ବପ୍ନ ପୂରଣ କରିବେ ଆଶାୟୀ । କାରଣ ସୋମବାର ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହୋଇଯାଇଛି ।

8.IPS ଆରପି କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ

ଗୁଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚର ଆଇପିଏସ ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସଡି (OSD) ଭାବେ ବଦଳି କରାଯାଇଛି । ଏଡିଜି ଆର. ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ।

9.ଓଟିଟିରେ ରିଲିଜ ହେବ ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ ଜେମ୍ସ

କନ୍ନଡ ଅଭିନେତା ପୁନିତ ରାଜକୁମାର ଶେଷ ଚଳଚ୍ଚିତ୍ର ଜେମ୍ସ ତାଙ୍କ ଜନ୍ମଦିନ (ମାର୍ଚ୍ଚ 17) ରେ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ଧମାଲ କରିବା ପରେ ଜେମ୍ସ ଖୁବଶୀଘ୍ର OTT ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ।

10.IPL 2022: ଗୁଜୁରାଟ ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ

ଆଇପିଏଲ ୨୦୨୨ର ୨୧ତମ ମ୍ୟାଚ୍‌ରେ ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତି ନେବାସହ ଗୁଜୁରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.