୧. Odisha Budget: ଲେଖାନୁଦାନ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲେ ଅର୍ଥମନ୍ତ୍ରୀ
୨. ଆଗତ ହୋଇଥିବା ବଜେଟକୁ ନୀତିହୀନ କାମଚଳା କହିଲେ ପୂର୍ବତନ ଅର୍ଥମନ୍ତ୍ରୀ
ବିଧାନସଭାରେ ଆଗତ ହୋଇଥିବା କାମଚଳା ବଜେଟକୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ କଟାକ୍ଷ ।
୩. ସରୁଛି 72 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ, ଉପରାଷ୍ଟ୍ରପତି ହୋଷ୍ଟ କରିବେ ନୈଶ୍ୟଭୋଜି
୪. Light Combat Helicopter Procurement: ସେନାକୁ ମିଳିବ ୧୫ ସ୍ୱଦେଶୀ ଲଢୁଆ ହେଲିକପ୍ଟର
ପ୍ରାୟ ୩,୮୮୭ କୋଟି ଟଙ୍କା ଖର୍ଚ୍ଚ ହୋଇ ହୋଇ ସେନାରେ ସାମିଲ ହେବ ୧୫ଟି ସ୍ବଦେଶୀ ହାଲୁକା ଲଢୁଆ ହେଲିକପ୍ଟର ।
୫. Budget Session: କାହିଁକି କାମଚଳା ବଜେଟ ଆଣିଲେ ସରକାର ?
୬. Kashmiri Pandits killings: ଆତଙ୍କବାଦୀ ବିଟ୍ଟା କରାଟେର ଶୁଣାଣି ସ୍ଥଗିତ
୭. PUBG ଗେମ ହେଲା କାଳ: ରଶି ଲଗାଇ ଝୁଲି ପଡିଲେ ଯୁକ୍ତ ଦୁଇ ଛାତ୍ର
୮. RRR କ୍ରେଜ, ସଚେତନତା ପାଇଁ ପରିବହନ ବିଭାଗର Responsible Road Rides କ୍ୟାମ୍ପେନ
ଲୋକଙ୍କୁ ସଚେତନ କରିବା ଲାଗି ରାଜ୍ୟ ସଡକ ଓ ପରିବହନ ବିଭାଗ ପକ୍ଷରୁ ଆରଆରଆର ସିନେମାକୁ ନେଇ ଏକ ଟ୍ବିଟ୍ ମାଧ୍ୟମରେ ସଚେତନତା କରାଯାଉଛି । ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟୁଇଟ୍ରେ ଯାତ୍ରା ସମୟରେ ସବୁବେଳେ ହେଲମଟ ପିନ୍ଧିବା ଲାଗି କୁହାଯାଇଛି ।
୯. Weather Report: ଜଳୁଛି ଟିଟିଲାଗଡ଼, ୮ ସହରରେ ତାପମାତ୍ରା ୪୧ ଡିଗ୍ରୀ
୧୦. IPL 2022: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା RCB
କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।