ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 26, 2021, 9:03 PM IST

1.BJD 25th Foundation Day: ଓଡ଼ିଶାବାସୀ ଆମ ବସ୍‌ କହିଲେ ବିଜେଡି ସୁପ୍ରିମୋ

ସାରା ରାଜ୍ୟରେ ୨୫ତମ ପ୍ରତିଷ୍ଠା ଦିବସ ପାଳିଛି ବିଜୁ ଜନତା ଦଳ । ନବୀନଙ୍କ ସୁଶାସନକୁ ଫୋକସରେ ରଖି କାର୍ଯ୍ୟ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନେତା ।

2.SA vs IND: ସେଞ୍ଚୁରିଆନରେ ରାହୁଲଙ୍କ ଦମଦାର ସେଞ୍ଚୁରୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଉପ-ଅଧିନାୟକ(vice-captain) କେଏଲ ରାହୁଲଙ୍କ ଦମଦାର ଶତକ ।

3.କୋରାପୁଟରେ ହୁତୁହୁତୁ ହୋଇ ଜଳିଗଲା ସରକାରୀ ବସ: ସମସ୍ତ ଯାତ୍ରୀ ସୁରକ୍ଷିତ

ଜଳିଗଲା ସରକାରୀ ବସ । ସମସ୍ତ ଯାତ୍ରୀଙ୍କ ସମେତ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ରହିଛନ୍ତି । ବସରେ କିପରି ନିଆଁ ଲାଗିଲା ତାହା ଏବେବି ଅସ୍ପଷ୍ଟ ।

4.ପଇସା ଦେଇ ଭୋଟ ନେବା ବିଜେଡିର କାମ: ସୁର

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ । ପ୍ରତିଷ୍ଠା ଦିବସ ପାଳନକୁ ନେଇ କଂଗ୍ରେସର ଟାର୍ଗେଟ ।

5.Chinese Manja: ଗୁଡିସୂତା ପୋଛିଦେଲା ସିନ୍ଦୂର, ୬ ମାସ ତଳେ କରିଥିଲେ ବିବାହ

ପୁଣି ଜୀବନ ନେଲା ମାଞ୍ଜା ସୂତା(Chinese Manja) । କଟକର ଜଣେ ଯୁବକଙ୍କ ମୃତ୍ୟୁ ।

6.Night curfew in Delhi: ଆସନ୍ତାକାଲି ଠାରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ

ଦିଲ୍ଲୀକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ । ଆସନ୍ତାକାଲି ଠାରୁ ଲାଗୁ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ।
7.3 ଦିନରେ Sunny Leone ଙ୍କ Madhuban ଭିଡିଓ ହଟାଅ: ମଧ୍ୟପ୍ରଦେଶ ମନ୍ତ୍ରୀ

ସନ୍ନି ଲିଓନି(Sunny Leone)ଙ୍କ 'ମଧୁବନ ମେଁ ରାଧିକା ନାଚେ' ସଂଗୀତ ଭିଡିଓକୁ 3 ଦିନ ମଧ୍ୟରେ ହଟାଇବା ପାଇଁ ଦାବି କଲେ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ।
8.28ରେ କାନପୁର ମେଟ୍ରୋ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

28ରେ ପୁଣି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । କାନପୁର ମେଟ୍ରୋ ପ୍ରକଳ୍ପର କରିବେ ଉଦଘାଟନ । IIT କାନପୁରର 54ତମ ସମ୍ମିଳନୀରେ ମଧ୍ୟ ହେବେ ସାମିଲ ।

9.Snowfall in Sikkim: ନାଥୁଲାପାସରେ ଫସିଲେ ୧୦୨୭ ପର୍ଯ୍ୟଟକ, ଉଦ୍ଧାରକାର୍ଯ୍ୟ ଜାରି

ସିକ୍କିମ ନାଥୁଲା ପାସରେ ତୁଷାରପାତ (heavy Snowfall in Sikkim) । ଫସିଲେ ୧୦୨୭ ପର୍ଯ୍ୟଟକ । ସେନାର ଉଦ୍ଧାର କାର୍ଯ୍ୟ ଜାରି ।

10.National Para-Badminton Championship: ସେମିରେ ହାରିଲେ ଟୋକିଓ ଚାମ୍ପିଅନ ପ୍ରମୋଦ

ରବିବାର ଖେଳାଯାଇଥିବା ପୁରୁଷ SL3 ବର୍ଗର ସେମିଫାଇନାଲରେ ହରିୟାଣାର ନିତେଶ କୁମାରଙ୍କ ଠାରୁ ପରାସ୍ତ ହୋଇଛନ୍ତି ପାରାଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ।

For All Latest Updates

TAGGED:

TOP NEWS@9PM
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.