ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ହେଡଲାଇନ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

top-news-at-9pm
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 22, 2021, 9:11 PM IST

୧.Cabinet Meeting: କାଲି ବସିବ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଦୁଇ ବୈଠକ ।

୨.SLSWCA ଦ୍ଵାରା ୧୮୭୨.୧୧ କୋଟିର ୮ଟି ଶିଳ୍ପ ପ୍ରକଳ୍ପ ଅନୁମୋଦନ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଛି ।

୩.WEATHER UPDATE: ୪୮ ଘଣ୍ଟା ପରେ ଖସିବ ପାରଦ

ରାଜ୍ୟରେ ପୁଣି ବଢିବ ଶୀତ । ୪୮ ଘଣ୍ଟା ପରେ ଖସିବ ପାରଦ । ରାଜ୍ୟରେ ଏବେ ବିଭିନ୍ନ ଅଞ୍ଚଳରେ ପ୍ରାୟତଃ କୋହଲା ଓ ଆଂଶିକ ଖରାଟିଆ ପାଗ ଜାରି ରହିଛି ।

୪.BJD LPG Price Hike Protest: ସମୀର କହିଲେ ମମିତା ପ୍ରସଙ୍ଗ ଭୁଲିବେନି ରାଜ୍ୟବାସୀ

ରନ୍ଧନ ଗ୍ଯାସ ଦରବୃଦ୍ଧିକୁ ନେଇ ସାରା ରାଜ୍ୟରେ ଆଜିଠାରୁ BJD କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଜେଡିର ଏହି ପ୍ରତିବାଦକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେପି ।

୫.Greenfield airport in Puri: କେବଳ ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କହିଲେ Scindia

ରାଜ୍ୟ ସରକାର ପୁରୀ ବିମାନବନ୍ଦର (Puri Airport) ପାଇଁ ଶୀଘ୍ର ରିପୋର୍ଟ ପଠାଇଲେ ଆମେ ଗ୍ରୀନ ଫିଲଡ଼ ଏୟାରପୋର୍ଟ (Greenfield Airport) ସ୍ଥାପନ କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରିବୁ ।

୬.ଉଦଘାଟିତ ହେଲା CAGଙ୍କ ନୂଆ କାର୍ଯ୍ୟାଳୟ

ଭୁବନେଶ୍ବରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟିତ । ଏହି ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ।

୭.ରାମେଶ୍ୱରମ୍ ଷ୍ଟେସନରେ ଫସିଥିବା ୧୬ ଓଡ଼ିଆଙ୍କୁ ଉଦ୍ଧାର କଲା 'ଓଡ଼ିଶା-ମୋ ପରିବାର'

ଆନ୍ଧ୍ର ପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ବରମ୍ ଷ୍ଟେସନରେ ଫସି ରହିଥିବା ୧୬ ଓଡ଼ିଆ ଯାତ୍ରୀଙ୍କୁ ଉଦ୍ଧାର କରିଛି ଓଡ଼ିଶା- ମୋ ପରିବାର । ସମସ୍ତଙ୍କୁ ଉଦ୍ଧାର କରି ବିମାନରେ ଭୁବନେଶ୍ବର ଏବଂ ଘରକୁ ପଠାଇବା ଲାଗି ବନ୍ଦୋବସ୍ତ କରିଛି ଓଡ଼ିଶା-ମୋ ପରିବାର ।

୮.ଅର୍ଥ ବାଧକ: ଚିକିତ୍ସା ପାଇଁ ଝିଅକୁ କାନ୍ଧରେ ବୋହିଲେ ବୃଦ୍ଧବାପା

ପଛୁଆ ଓ ଅବହେଳିତ ବଲାଙ୍ଗୀର ଜିଲ୍ଲାରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବୁଢ଼ା ବାପା ନିଜ ରୋଗିଣା ଝିଅକୁ କାନ୍ଧରେ ନେଇ ଚାଲି ଚାଲି ଚିକିତ୍ସା ପାଇଁ ଯାଉଥିବାର ଭିଡିଓ ସାମ୍ନାକୁ ଆସିଛି।

୯.Hockey Men's Junior WC: ବୁଧବାରଠୁ ଟ୍ରଫି ଲଢେଇ, ଜାଣନ୍ତୁ କେବେ ଖେଳିବ Team India

ନଭେମ୍ବର ୨୪ରୁ ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ କନିଷ୍ଠ ହକି ବିଶ୍ବକପ ୨୦୨୧ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ରହିଛନ୍ତି ମୋଟ ୧୬ଟି ଟିମ ।

୧୦. ବାନ୍ଧବୀ ସିମରନଙ୍କୁ ବିବାହ କଲେ କ୍ରିକେଟର ଉନ୍ମକ୍ତ ଚାନ୍ଦ

ବିବାହ ବନ୍ଧନରେ ଆବଦ୍ଧ ହେଲେ ପୂର୍ବତନ ୧୯ ବର୍ଷରୁ କମ ବିଶ୍ବକପ ବିଜୟୀ ଭାରତୀୟ କ୍ୟାପଟେନ ଉନ୍ମୁକ୍ତ ଚାନ୍ଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.