ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9PM ତାଜା ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 6, 2021, 9:08 PM IST

1.T20 World Cup: ଇଣ୍ଡିଜର ଅଭିଯାନ ଶେଷ, ଅନ୍ତର୍ଜାତୀୟ କ୍ରିକେଟରୁ ବ୍ରାଭୋଙ୍କ ବିଦାୟ

ଶେଷ ସୁପର ୧୨ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୮ ୱିକେଟରେ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି ଡିଫେଣ୍ଡିଂ ଚମ୍ପିଆନ ୱେଷ୍ଟଇଣ୍ଡିଜ ।

2.Washington National Opera: ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା ବୟନଶିଳ୍ପ

ବିଶ୍ବସ୍ତରରେ ଓଡ଼ିଶା ବୟନଶିଳ୍ପକୁ ପ୍ରଦର୍ଶିତ କଲେ ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର । ମୁଖ୍ୟମନ୍ତ୍ରୀ ଟ୍ବିଟ କରି କଲେ ପ୍ରଶଂସା ।

2.କଂଗ୍ରେସ ପକ୍ଷରୁ 12ରେ ଓଡିଶା ବନ୍ଦ

ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନଭେମ୍ବର ୧୨ ତାରିଖରେ ସାରା ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

4.ଲଣ୍ଡନ ସ୍ଥାନାନ୍ତରଣକୁ ଖଣ୍ଡନ କଲେ ଅମ୍ବାନୀ, ଜୋର ଧରିଥିଲା ଚର୍ଚ୍ଚା

ଲଣ୍ଡନକୁ ସ୍ଥାନାନ୍ତରଣ ହେଉଥିବା ରିପୋର୍ଟକୁ ଭିତ୍ତିହୀନ କହିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ । ସେ ଲଣ୍ଡନରେ ୩୦୦ କୋଟି ଟଙ୍କାର ସମ୍ପତ୍ତି କିଣିବା ପରେ ଦେଶ ଛାଡୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

5.ମମିତା ମେହେର ହତ୍ୟାକାଣ୍ଡ: ଗଜପତି ଜିଲ୍ଲା ବିଜେପିର ୧୨ ଘଣ୍ଟିଆ ବନ୍ଦ

ମମିତା ମେହେରଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଗୃହମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା ଦିଆଯାଇଥିଲା ।

6.T20 World Cup: ଅଷ୍ଟ୍ରେଲିଆକୁ ବଡ ବିଜୟ ଦେଲେ ୱାର୍ଣ୍ଣର

ଡେଭିଡ ୱାର୍ଣ୍ଣରଙ୍କ ଅପରାଜିତ ୮୯ ରନ୍‌ ବଳରେ ଶେଷ ସୁପର ୧୨ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ ।

7.ଅହମ୍ମଦନଗର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ

ମହାରାଷ୍ଟ୍ର ଅହମ୍ମଦନଗର ସିଭିଲ ହସ୍ପିଟାଲ ଅଗ୍ନିକାଣ୍ଡରେ ୧୦ ପ୍ରାଣ ହରାଇବା ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ।

8.ନବରଙ୍ଗପୁରରେ ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି, ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

9.କଟକରେ ମା' କାଳୀଙ୍କ ମେଲାଣି: ଶାନ୍ତିଶୃଙ୍ଖଳା ପାଇଁ ସହରବାସୀଙ୍କୁ ଧନ୍ୟବାଦ ଦେଲେ ସିପି

ଶେଷ ହେଲା କାଳୀପୂଜା । ୭୦ଟି ମଣ୍ଡପରେ ମା କାଳୀଙ୍କ ପୂଜା ପରେ ମା'ଙ୍କୁ ମେଲାଣି ଦିଆଯାଇଛି ।

10.ଭାରତ-ଫ୍ରାନ୍ସ ଦ୍ବିତୀୟ ରଣନୈତିକ ବୈଠକ: ଭାଗ ନେଲେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ, NSA ଡୋଭାଲ

35ତମ ଇଣ୍ଡୋ-ଫ୍ରାନ୍ସ ରଣନୈତିକ ଅଧିବେଶନ ପ୍ୟାରିସରେ ଅନୁଷ୍ଠିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.