ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 6, 2021, 9:07 PM IST

1.କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଚକ୍ଷୁ ପରୀକ୍ଷା ଶିବିର

କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି ।

2.ଭଉଣୀ ପ୍ରିୟଙ୍କାଙ୍କ ସହ ଲଖିମପୁର ବାହାରିଲେ ରାହୁଲ, ବାଟରେ 50 ଲକ୍ଷ ଘୋଷଣା

ଲଖିମପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ।

3.IPL 2021: ଟସ୍‌ ଜିତିଲେ କୋହଲି, SRHକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

4.ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI ମୁଖ୍ୟ ହେଲେ ନଦୀମ ଅଞ୍ଜୁମ

ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମଙ୍କୁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଇଣ୍ଟର-ସର୍ଭିସେଜ ଇଣ୍ଟେଲିଜେନ୍ସ (ISI)ର ନୂଆ ଡାଇରେକ୍ଟର ଜେନେରାଲ ଭାବରେ କରାଯାଇଛି ନିଯୁକ୍ତ ।

5.ଆତଙ୍କବାଦୀଙ୍କୁ ମୃତ କାଶ୍ମୀର ପଣ୍ଡିତଙ୍କ ଝିଅର ଖୋଲା ଚ୍ୟାଲେଞ୍ଜ

ଘାଟିର ଜଣାଶୁଣା ଫାର୍ମାସିଷ୍ଟ ମାଖନଲାଲ ବିନ୍ଦରୁଙ୍କ ଝିଅ ସିମୃଦ୍ଧି ବିରୁନ୍ଦ କହିଛନ୍ତି, ମୋ ବାପାଙ୍କର ହୁଏତ ମୃତ୍ୟୁ ହୋଇଯାଇଛି, କିନ୍ତୁ ତାଙ୍କ ଆତ୍ମା ସର୍ବଦା ଜୀବିତ ରହିବ ।

6.କ୍ରୁଜ୍ ରେଭ୍ ପାର୍ଟିରେ ଓଡିଆ ଯୁବକ ଗିରଫ ଘଟଣା, ଡ୍ରଗ୍ସ ଲିଙ୍କକୁ ଖଣ୍ଡନ କଲେ ଯୁବକଙ୍କ ବାପା

ମୁମ୍ବାଇ କ୍ରୁଜ ବୋଟରେ ଆୟୋଜିତ ରେଭ ପାର୍ଟିରେ ଡ୍ରଗ୍ସ ମାମଲାରେ ଓଡିଆ ଯୁବକ ଗିରଫ ହେବା ଘଟଣାରେ ଆସିଲା ସମ୍ପୃକ୍ତ ଯୁବକଙ୍କ ପିତାଙ୍କ ପ୍ରତିକ୍ରିୟା ।

7.3 ଦିନିଆ କର୍ଣ୍ଣାଟକ ଗସ୍ତରେ ରାଷ୍ଟ୍ରପତି, ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ

3 ଦିନିଆ କର୍ଣ୍ଣାଟକ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ବେଙ୍ଗାଲୁରୁର ହାଲ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।

8.କୁକୁରଙ୍କ ଅନ୍ନଦାତା ପାଲଟିଲେ ପୋଲିସ ଅଧିକାରୀ, ୩୫୦ରୁ ଊର୍ଦ୍ଧ୍ବ କୁକୁରଙ୍କୁ ଯୋଗାଉଛନ୍ତି ଖାଦ୍ୟ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଏକ ଦମ୍ପତି 350 ଭ୍ରମଣକାରୀ କୁକୁରଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା । ଏହି ଯୋଡି ପ୍ରାୟ 22 ବର୍ଷ ଧରି ଭ୍ରମଣକାରୀ କୁକୁରଙ୍କୁ ଯୋଗାଉଛନ୍ତି ଖାଦ୍ୟ ।

9.ୱାର୍ଣ୍ଣରଙ୍କ ସାମର୍ଥ୍ୟ ଉପରେ ମୋର ସମ୍ପୂର୍ଣ୍ଣ ଭରସା: ଫିଞ୍ଚ୍‌

ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଓପନ କରିବେ ଡେଭିଡ ୱାର୍ଣ୍ଣର । ୱାର୍ଣ୍ଣରଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଭରଷା ରହିଛି ବୋଲି କହିଛନ୍ତି ଆରୋନ ଫିଞ୍ଚ୍‌ ।

10'ପାକିସ୍ତାନ ସ୍ଥାନରେ ଭାରତ ଥିଲେ ଇଂଲଣ୍ଡ ସିିରିଜ୍‌ ବାତିଲ କରିନଥାନ୍ତା'

ପାକିସ୍ତାନ ସହ ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଇଂଲଣ୍ଡ ସିରିଜ୍‌ ବାତିଲ କରିଥିଲେ । ପାକିସ୍ତାନ ଯାଗାରେ ଯଦି ଶକ୍ତିଶାଳୀ ଓ ସମୃଦ୍ଧ ଭାରତ ଥାଆନ୍ତା ତେବେ ଇଂଲଣ୍ଡ କେବେ ଏଭଳି ନିଷ୍ପତ୍ତି ନେଇନଥାନ୍ତା ବୋଲି କହିଛନ୍ତି ମାଇକେଲ ହୋଲ୍ଡିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.