ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 18, 2021, 9:00 PM IST

1.‘ସିଦ୍ଧୁ ଦେଶର ସୁରକ୍ଷା ପାଇଁ ବିପଦ, ପାକିସ୍ତାନ ସହ ରହଛି ଲିଙ୍କ’

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂଙ୍କ ଇସ୍ତଫା । ଅନ୍ୟ ସମସ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା

1.ବିଶିଷ୍ଟ ଶିକ୍ଷାବିତ ମନୋରମା ମହାପାତ୍ରଙ୍କ ଦେହାନ୍ତ, ଶୋକ ଜଣାଇଲେ ରାଜ୍ୟପାଳ-ମୁଖ୍ଯମନ୍ତ୍ରୀ

ପରଲୋକରେ ‘ସମାଜ’ର ପୂର୍ବତନ ସମ୍ପାଦିକା, ସାହିତ୍ୟିକ ତଥା ବିଶିଷ୍ଟ ଶିକ୍ଷାବିତ୍‌ ମନୋରମା ମହାପାତ୍ର । ଶୋକ ପ୍ରକାଶ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

3.ପଞ୍ଜାବରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ-ପର୍ଯ୍ୟବେକ୍ଷକ, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ପଞ୍ଜାବରେ ରାଜନୈତିକ ସଙ୍କଟ ଜାରି । ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବାତ ଓ ରାଜ୍ୟ ପର୍ଯ୍ୟବେକ୍ଷକ ଅଜୟ ମାଖନ ।

4.ଇସ୍ତଫା ପରେ ମୁହଁ ଖୋଲିଲେ କ୍ୟାପଟେନ, କହିଲେ ଦଳୀୟ ନିଷ୍ପତ୍ତି କରିଛି ଅପମାନିତ

ଇସ୍ତଫା ପରେ ମୁହଁ ଖୋଲିଲେ କ୍ୟାପଟେନ ଅମିରନ୍ଦର ସିଂ। କହିଲେ ଗତ କିଛି ମାସ ମଧ୍ୟରେ ଦଳୀୟ କାର୍ଯ୍ୟକଳାପ ମତେ ଅପମାନିତ କରିଛି । ସକାଳେ ଇସ୍ତଫା ଦେବା ନେଇ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରିଥିଲି ବୋଲି କହି ।

5.ସୋମବାର ଠୁ କ୍ଳାସ ରୁମରେ ପାଠ ପଢ଼ିବେ UG ପ୍ରଥମ ବର୍ଷ ଛାତ୍ରଛାତ୍ରୀ

ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଅନଲାଇନ କ୍ଲାସ ପରିବର୍ତ୍ତେ ଅଫଲାଇନ ଯୋଗେଁ କ୍ଲାସରୁମରେ ପାଠ ପଢିବେ ଛାତ୍ରଛାତ୍ରୀ ।

6.ସରିଲା OJEE ପରୀକ୍ଷା, 75 ପ୍ରତିଶତ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା

ଆଜି(ଶନିବାର) ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି ।

7.ପୂର୍ବତନ ପାଟଣା ବିଧାୟକ ରାମରାୟଙ୍କ ପରଲୋକ, ଶୋକ ଜଣାଇଲେ ନବୀନ-ଧର୍ମେନ୍ଦ୍ର

ପରଲୋକରେ ପୂର୍ବତନ ପଟଣା ବିଧାୟକ ରାମରାୟ ମୁଣ୍ଡା । ୧୯୬୭ ମହିହାରୁ ୧୯୭୨ ମସିହା ପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ ।

8.ସେବା-ସମର୍ପଣ ଅଭିଯାନ: ବିଜେପିର ଚାରାରୋପଣ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଦଳ ପାଳୁଛି ସେବା ଦିବସ । ଏହି କ୍ରମରେ ବିଜେପିର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

9.ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୫୬ କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୭୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୬ ହଜାର ୩୨୦ରେ ପହଞ୍ଚିଲା ।

10‘ବିକାଶ ନୁହେଁ ଭୋଟ ଚାହାଁନ୍ତି ରାଜ୍ୟ ସରକାର’

ରାଜ୍ୟ କଂଗ୍ରେସ ସାମ୍ବାଦିକ ସମ୍ମୀଳନୀରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ପାଖେଇ ଆସିଲେ ରାଜ୍ୟ ସରକାର ନୂଆ ନୂଆ ଯୋଜନା ଆରମ୍ଭ କରନ୍ତି ବୋଲି କଂଗ୍ରେସ

କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.