ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 26, 2021, 9:01 PM IST

1.ଚଳିତ ବର୍ଷ ଯୁକ୍ତ ଦୁଇରେ ୩୦ ପ୍ରତିଶତ ସିଲାବସ ହ୍ରାସ

ଗତବର୍ଷ ଭଳି ଏଥର ମଧ୍ୟ ଯୁକ୍ତ ଦୁଇରେ ୩୦ ପ୍ରତିଶତ ହ୍ରାସ ହେବ ସିଲାବସ । ସିଲାବସ ଏକାଡେମିକ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଗଲା ନିଷ୍ପତ୍ତି ।

2.ଆସନ୍ତା ୨୯ ତାରିଖରେ କ୍ରୀଡ଼ାବିତଙ୍କୁ ଦିଆଯିବ 'ବିଜୁ କ୍ରୀଡ଼ା ସମ୍ମାନ'

ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଅଗଷ୍ଟ ୨୯ ତାରିଖ କ୍ରୀଡ଼ା ଦିବସରେ କ୍ରୀଡ଼ାବିତ କୋଚ ହେବେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ ।

3.ବିଜେପିକୁ ଏବେଠୁ ଘାରିଲାଣି ପଞ୍ଚାୟତ ଓ ପୌର ନିର୍ବାଚନ ହାରିବା ଭୟ: ବିଜେଡି

ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗ । ବିଜେପିକୁ ଏବେଠୁ ପଞ୍ଚାୟତ ଓ ପୌର ନିର୍ବାଚନ ହାରିବା ଭୟ ଘାରିଲାଣି ବୋଲି କହିଛି ବିଜେଡ଼ି

4.ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା Yahoo

ଭାରତରେ ନିଜ ନ୍ୟୁଜ ୱେବସାଇଟ ସମେତ ଅନେକ ସୁବିଧା ବନ୍ଦ କରିଛି ୟାହୁ । ନୂଆ ବିଦେଶୀ ପୁଞ୍ଜିନିବେଶ((FDI) ନିୟମ ଯୋଗୁଁ ୟାହୁ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

5.ମାହାଙ୍ଗା ଡବଲ ମର୍ଡର କେସ୍; ପ୍ରତାପ ଜେନାଙ୍କ ପାଇଁ ବଢିଲା ଅଡୁଆ, ହେବ ସାନି ତଦନ୍ତ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃ ବିଚାରକୁ ନେଇ ଆଉଥରେ ତଦନ୍ତ କରିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

6.ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ମନ୍ଦିର ସୁରକ୍ଷା କମିଟି-ପ୍ରଶାସନ ଧ୍ୟାନ ଦେଉନାହିଁ କହିଲା ବିଜେପି

ଶ୍ରୀମନ୍ଦିରର ଭିତର ଓ ବାହାର ରତ୍ନଭଣ୍ଡାର ବିପଦରେ ରହିଥିବାବେଳେ ଏହାର ମରାମତିର ଆବଶ୍ୟକ ରହିଛି ବୋଲି କହିଥିଲା ପ୍ରତ୍ନତତ୍ତ୍ବ ବିଭାଗ । ତେବେ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ।

7.ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ: ASI ସହ ହେବ ୫ ବର୍ଷିଆ MoU

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ । ଏନେଇ ASI ସହିତ ଏକ ୫ ବର୍ଷିଆ MoU ହେବ । କମିଟି ASI କାର୍ଯ୍ୟ ଉପରେ ନଜର ରଖିବ କହିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ।

8.Ind vs Eng 3rd test: ସିରାଜଙ୍କ ଉପରକୁ ବଲ ଫିଙ୍ଗିଲେ ଦର୍ଶକ

ହେଡିଂଲି ଲିଡସରେ ଜାରି ରହିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଇଂଲଣ୍ଡ ଫ୍ୟାନଙ୍କ ଅଭଦ୍ରାମୀ ସହିବାକୁ ପଡ଼ିଛି ।

9.Tokyo Paralympics: ନିରାଶ କଲେ ସୋନାଲବେନ, ଦ୍ବିତୀୟ ମ୍ୟାଚ ବି ହାରିଲେ

ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟ ଗ୍ରୁପ-ଡି C୩ କାଟାଗୋରୀ ମ୍ୟାଚରେ ପରାଜିତ ହେଲେ ଭାରତୀୟ ପେଡଲର ସୋନାଲବେନ ପଟେଲ । ବୁଧବାର ପ୍ରଥମ ମ୍ୟାଚରେ ମଧ୍ୟ ସେ ପରାଜିତ ହୋଇଥିଲେ ।

10. IPL 2021: KKRରେ ସାମିଲ ହେଲେ ଟିମ୍ ସାଉଦି

କୋଲକାତା ନାଇଟ ରାଇଡର୍ସରେ ସାମିଲ ହେଲେ ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟିମ ସାଉଦି । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପ୍ୟାଟ କମିନ୍ସଙ୍କ ବଦଳରେ ନାଇଟ ରାଇଡର୍ସ ଦଳରେ ସାଉଦି ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.