ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 25, 2021, 9:02 PM IST

1.କୋଟିଆ ସ୍ଥିତି ପରଖିଲା ଗୃହ କମିଟି, ତଥ୍ୟ ରଖିଲେ ଜିଲ୍ଲାପାଳ

ଆନ୍ତଃରାଜ୍ୟ ସୀମା ବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ । କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ବୈଠକରେ ଆଲୋଚନା ।

2.ସରକାରଙ୍କ ବଡ ଘୋଷଣା; ଗୁରୁଦିବସ ପୂର୍ବରୁ ସ୍କୁଲ ଶିକ୍ଷକଙ୍କ ଟୀକାକରଣ, ସହଯୋଗ ପାଇଁ ଅପିଲ୍ କଲେ ଧର୍ମେନ୍ଦ୍ର

ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ ଟିକା । ଏଥିପାଇଁ ସବୁ ମାସରେ ରାଜ୍ୟକୁ ମିଳୁଥିବା ଟିକା ବ୍ୟତିତ ଅତିରିକ୍ତ ୨ କୋଟି ଭ୍ୟାକ୍ସିନ ଉପଲବ୍ଧ କରାଯିବ ।

3.ଆଜି ରାଜ୍ୟରୁ ସୁସ୍ଥ ହେଲେ 721 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 721 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 88 ହଜାର 90ରେ ପହଞ୍ଚିଲା ।

4.ହୋଟେଲ-ବିମାନବନ୍ଦର-ରାଜପଥ; NMP ଲିଷ୍ଟରେ ଓଡିଶାର ଅନେକ ପ୍ରକଳ୍ପ

କେନ୍ଦ୍ର ସରକାରଙ୍କ ମନିଟାଇଜେସନ ପାଇପଲାଇନ ଅଧିନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ପାରାଦୀପ ବନ୍ଦର, ୬ଟି ଜାତୀୟ ରାଜପଥର ଘରୋଇକରଣ ହେବ ।

5.ନିଦ ହଜାଇଛି ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

ଚାଷୀ ମୁଣ୍ଡରେ ପଡିଛି ବଜ୍ର ଚଡକ । ଆବଶ୍ୟକଠାରୁ ଚଳିତ ବର୍ଷ ବହୁତକମ ପରିମାଣର ବର୍ଷା ହୋଇଛି ରେକର୍ଡ । 27 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ।

6.ମାଓପ୍ରବଣ ବକ୍ସରରେ ଜରୁରୀକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର

ଯାନ୍ତ୍ରିକ ତ୍ରୁଟି କାରଣରୁ ବକ୍ସରରେ ଜରୁରୀକାଳୀନ ଅବତରଣ କରିଛି ବାୟୁସେନାର ହେଲିକପ୍ଟର । ଅବତରଣ ସମୟରେ ହେଲିକପ୍ଟରରେ 20 ଜଣ ବାୟୁସେନା ଯବାନ ଥିଲେ।

7.ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପୁରୀରୁ ଲେହ-ଲଦାଖ୍ ଅଭିମୁଖେ ମୋଟର ସାଇକେଲ ଯାତ୍ରା

ବର୍ଜ୍ୟବସ୍ତୁ ସୁପରିଚାଳନା ତଥା ପରିବେଶ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ପୁରୀରୁ ବାହାରିଲା ଦୁଃସାହାସିକ ମୋଟର ସାଇକେଲ ଯାତ୍ରା ।

8.ଫାଇଟର ଜେଟ MiG ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ପ୍ରଶିକ୍ଷଣ ବେଳେ ବାୟୁସେନାର ଫାଇଟର ଜେଟ ଦୁର୍ଘଟଣାର ଶିକାର।

9.Ind vs Eng, 3rd test: ପ୍ରଥମ ଇନିଂସରେ ଭାରତ ୭୮ରେ ଅଲଆଉଟ୍

ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ । ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ ହୋଇଛି ।
10.ତାଲିବାନୀଙ୍କୁ ଝଟକା, ଆର୍ଥିକ ସହାୟତା ବନ୍ଦ କଲା ବିଶ୍ବ ବ୍ୟାଙ୍କ

ଆଫଗାନିସ୍ତାନକୁ ଦିଆଯାଉଥିବା ସମସ୍ତ ଆର୍ଥିକ ସହାୟତାକୁ ସାମୟିକ ଭାବରେ ସ୍ଥଗିତ ରଖିଛି ବିଶ୍ବ ବ୍ୟାଙ୍କ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.