ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 24, 2021, 9:10 PM IST

1.matric offline Exam: B2 ଗ୍ରେଡରେ ପାସ କଲେ ସୋରଡା ବିଧାୟକ

ମାଟ୍ରିକ ପାସ କଲେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ମୋଟ ୫୦୦ ନମ୍ବରରୁ ୩୪୦ ରଖି B2 ଗ୍ରେଡରେ ପାସ କରିଛନ୍ତି ବିଧାୟକ ।

2.National Monetisation Pipeline: ଲିଷ୍ଟରେ ଓଡିଶାର 6 ଜାତୀୟ ରାଜପଥ, 1.6 ଲକ୍ଷ କୋଟି ସଂଗ୍ରହ ଲକ୍ଷ୍ୟ

ରାଜ୍ୟର ୬ଟି NH ଷ୍ଟ୍ରେଚ୍ ତଥା ଜାତୀୟ ରାଜପଥକୁ ମନିଟାଇଜେସନ ପାଇପଲାଇନ ଅଧିନରେ ଲିଜରେ ଦିଆଯିବ । ଏହି ସମ୍ପତ୍ତିଗୁଡିକ 2022-25 ମଧ୍ୟରେ 1.6 ଲକ୍ଷ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଆଣିପାରେ ବୋଲି ଆକଳନ କରାଯାଇଛି ।

3.ଦୀପଜ୍ୟୋତି ମୁଣ୍ଡ ବିଜେପି ଯୁବ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ

ପ୍ରକାଶ ପାଇଲା ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନାମ ତାଲିକା । ଓଡିଶାରୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ହେଲେ ଦୀପଜ୍ୟୋତି ମୁଣ୍ଡ ।
4.ସୀମାନ୍ତ ଛତିଶଗଡ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୨ ମାଓ କମାଣ୍ଡର ମୃତ

ସୁକମା କହ୍ନେୟାଗୁଡା ଜଙ୍ଗଲରେ ଏନକାଉଣ୍ଟର । ଦୁଇ ମାଓବାଦୀ ମୃତ ନେଇ ସୂଚନା ।

5.ଅନଶନକାରୀଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂହ

ଖରସ୍ରୋତା ବଞ୍ଚାଓ ଆନ୍ଦୋଳନରେ ଦୀର୍ଘ ଦିନ ଧରି ଆମରଣ ଅନଶନରେ ବସିଥିବା ଶ୍ରୀକାନ୍ତ ନାୟକଙ୍କ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ ।
6.ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 1035 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 1035 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 87 ହଜାର 369ରେ ପହଞ୍ଚିଲା ।

7.NMPରେ ଅସନ୍ତୋଷ ରାହୁଲ, ରେଳ ବିଭାଗ କର୍ମଚାରୀଙ୍କୁ ଦେଲେ ଚେତାବନୀ

୭୦ ବର୍ଷ ଧରି ଅର୍ଜିତ ପୁଞ୍ଜିକୁ ମୋଦି ସରକାର ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାହୁଲ ଗାନ୍ଧୀ।

8.ଇତିହାସର ପୁନରାବୃତ୍ତି; ଜାଣନ୍ତୁ 20ବର୍ଷ ପୂର୍ବରୁ କେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ବାନ୍ଧିଛି ପୋଲିସ ?

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗରଫଦାରୀ ଦୋହରାଇଲା ଇତିହାସ । ପୂର୍ବରୁ ମଧ୍ୟ ଗିରଫ ହୋଇଛନ୍ତି ୨ କେନ୍ଦ୍ରମନ୍ତ୍ରୀ ।

9.ତାଲିବାନ ସହ ଆମେରିକା ଗୁଇନ୍ଦା ବିଭାଗ ମୁଖ୍ୟଙ୍କ ଗୋପନୀୟ ବୈଠକ !

ତାଲିବାନୀ ନେତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ସହ ଗୋପନୀୟ ବୈଠକ କରିଛନ୍ତି ଆମେରିକା ଗୁଇନ୍ଦା ସଂସ୍ଥା(CIA) ମୁଖ୍ୟ ବିଲିୟନ ବର୍ନସ । ଏନେଇ ଆମେରିକା ସମ୍ବାଦପତ୍ର ପକ୍ଷରୁ ସୂଚନା ।
10.Tokyo Paralympics: ଆଇସକ୍ରିମ କାଠିରେ ପାରାଲମ୍ପିକ୍ସ ଷ୍ଟାଡିୟମ ତଆରି କଲେ ଦଶମ ଶ୍ରେଣୀ ଛାତ୍ରୀ

ଆଇସକ୍ରିମ କାଠିରେ ଟୋକିଓ ପାରାଲମ୍ପିକ୍ସ ଷ୍ଟାଡିୟମ ତିଆରି କରି ଭାରତୀୟ ପାରା କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଜଣେ ଦଶମ ଶ୍ରେଣୀ ଛାତ୍ରୀ । ଏହି ଛାତ୍ର ଜଣଙ୍କ ନାମ ହେଉଛି ନନ୍ଦିନୀ ପଟ୍ଟନାୟକ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.