ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 10, 2021, 9:02 PM IST

1.ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଓଡ଼ିଆ ଅଲମ୍ପିକ ପଦକ ବିଜେତା

ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଓଡ଼ିଆ ଅଲମ୍ପିକ ପଦକ ବିଜେତା

2.ଭାରତୀୟଙ୍କୁ ଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ସରକାରଙ୍କ ନିର୍ଦ୍ଦେଶ

ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ତୃତୀୟ ଆଡଭାଇଜାରୀ ।

୩.ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସୁର

ଜଟଣୀ ବିଧାୟକ ତଥା କଂଗ୍ରେସର ସ୍ପଷ୍ଟବାଦୀ ନେତା ସୁର ରାଉତରାୟଙ୍କ ଆଜି ଜନ୍ମଦିନ ।

୪.ସ୍ପେଶାଲ OJEE ଆବେଦନର ଶେଷ ତାରିଖ ଅଗଷ୍ଟ 17କୁ ଵୃଦ୍ଧି

ସ୍ପେଶାଲ OJEE ଆବେଦନ ଶେଷ ତାରିଖ ଅଗଷ୍ଟ ୧୭ ତାରିଖକୁ ବୃଦ୍ଧି ହୋଇଛି ।

୫.ପରଲୋକରେ ପୂର୍ବତନ ଭାରତୀୟ ହକି ଖେଳାଳି ଗୋପାଲ ଭେଙ୍ଗ୍ରା

ପରଲୋକରେ ପୂର୍ବତନ ଭାରତୀୟ ହକି ଖେଳାଳି ଗୋପାଲ ଭେଙ୍ଗ୍ରା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

୬.ଟ୍ବିଟରରେ ନୀରଜ ଝଡ, ବିଶ୍ବର 3ୟ ସର୍ବାଧିକ ଚର୍ଚ୍ଚିତ ଆଥଲେଟ୍‌

ଅଲମ୍ପିକର ଅଫିସିଆଲ ଟ୍ବିଟର ପେଜ୍‌ରେ ସେୟାର ହୋଇଥିବା ନୀରଜଙ୍କ ସ୍ବର୍ଣ୍ଣିମ ବିଜୟୀ ପ୍ରଦର୍ଶନର ଭିଡିଓକୁ ଭାରତରେ ସର୍ବାଧିକ ଲୋକେ ଦେଖିଛନ୍ତି

୭.ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୩୧୯ କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୧୩୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 72 ହଜାର 710ରେ ପହଞ୍ଚିଲା ।

୮.ବିଶୃଙ୍ଖଳିତ ଆଚରଣ ପାଇଁ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ନିଲମ୍ବିତ

ଟୋକିଓ ଅଲମ୍ପିକ୍‌ରେ ବିଶୃଙ୍ଖଳିତ ଆଚରଣ ପାଇଁ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ନିଲମ୍ବିତ ।

୯.WODCକୁ ଅବହେଳା ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

WODC ପାଲଟିଛି ଥଇଥାନ କେନ୍ଦ୍ର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ଅବହେଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ ।

୧୦.ରାଷ୍ଟ୍ରପତିଙ୍କ ସହ ଚା' ପିଇବେ ଅଲମ୍ପିଆନ

ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଭବନର ସଂସ୍କୃତି ଭବନରେ ରାଷ୍ଟ୍ରପତିଙ୍କ ସହ ଚା’ ପିଇବେ ଅଲମ୍ପିିଆନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.