1.ସ୍ନାନ ପୂର୍ଣ୍ଣିମା: SOP ଜାରି କଲା ପୁରୀ ପୋଲିସ
ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ SOP ଜାରି କରିଛି ।
2.ତୃତୀୟ ଲହର ପାଇଁ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ
ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କୋଭିଡ ନିୟମ ପାଳିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
3.ସ୍ୟାଣ୍ଡ ଆନିମେସନରେ ମିଲଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଭାରତୀୟ କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କୁ ବାଲୁକା ଆନିମେସନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
4.ରଥଯାତ୍ରା ପାଇଁ ପୁରୀକୁ ରେଳ ସେବା ବନ୍ଦ
କୋଭିଡ-19 ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ରେଳ ବିଭାଗ ପକ୍ଷରୁ ପଦକ୍ଷେପ ।
5.ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ସୁସ୍ଥତା କାମନା କଲେ ଧର୍ମେନ୍ଦ୍ର ପ୍ରଧାନ
6.24 ଘଣ୍ଟାରେ ରାଜ୍ୟରୁ 5281 କୋରୋନା ଆକ୍ରାନ୍ତ ସୁସ୍ଥ
ବୁଧବାର ରାଜ୍ୟରେ 5281 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 800 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
7.ଶ୍ରମ ମନ୍ତ୍ରାଳୟର ସ୍ପଷ୍ଟୀକରଣ, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ବିଳମ୍ବ ଆମେ ଚାହୁଁନୁ
8.ସର୍ବାନନ୍ଦ ସୋନୋଓ୍ବାଲଙ୍କୁ ମିଳିପାରେ ନୂଆ ଦାୟିତ୍ବ
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇପାରନ୍ତି ।
9.ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଘଟଣାରେ ସମସ୍ତ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର
10.କୋଭିଡ ଆକ୍ରାନ୍ତ ହେବା ପରେ କ'ଣ ଥିଲା ମିଲଖାଙ୍କ ପ୍ରଥମ ପ୍ରତିକ୍ରିୟା ? ଜାଣନ୍ତୁ..
କୋଭିଡ ଆକ୍ରାନ୍ତ ହେବାପରେ 3-4 ଦିନରେ ଠିକ୍ ହେଇଯିବେ କହିଥିଲେ ମିଲଖା ସିଂହ ।