ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 9, 2021, 9:05 PM IST

1. ଶେଷ ହେଲା କ୍ୟାବିନେଟ ବୈଠକ, 11ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଶେଷ ହେଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ମୋଟ 11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2. IPS ସ୍ତରରେ ଅଦଳବଦଳ: ଜେଲ ବିଭାଗ IG ହେଲେ ଦୀପ୍ତତେସ ପଟ୍ଟନାୟକ

IPS ସ୍ତରରେ ଅଦଳବଦଳ । ଜେଲ ବିଭାଗ ଆଇଜି ଭାବେ ବରିଷ୍ଠ ଆଇପିଏସ ଦୀପ୍ତତେସ ପଟ୍ଟନାୟକଙ୍କୁ ଦାୟିତ୍ବ ଦେଇଛନ୍ତି ସରକାର ।

3. ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ , ବଦଳିଲେ 25 ଅଧିକାରୀ

ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ 25 ଅଧିକାରୀ । 25 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

4.କୋଭାକ୍ସିନ-କୋଭିସିଲ୍ଡ ନେବା ପରେ ବି ସଂକ୍ରମିତ କରିବ ଡେଲ୍‌ଟା ଭ୍ୟାରିଆଣ୍ଟ

ଡେଲ୍ଟା ଭ୍ୟାରିଆଣ୍ଟ କୋଭିସିଲ୍ଡ ଆଉ କୋଭାକ୍ସିନର ଦୁଇଟି ଡୋଜ ନେବା ପରେ ବି କରିପାରେ ସଂକ୍ରମିତ । ଅକ୍ଟୋବରରେ ପ୍ରଥମ ଥର ଏହି ଭ୍ୟାରିଆଣ୍ଟ ଭାରତରେ ମିଳିଥିଲା ।

5. କୋଭିଡ଼ ପରିଚାଳନା; BMCକୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋଭିଡ଼ ମୁକାବିଲା ଲାଗି ପୁଣି ଭଣ୍ଡାର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି 20 କୋଟି ଟଙ୍କା ବିଏମସିକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

6. ପୁରୀ-ବିକାନେର୍ ମଧ୍ୟରେ ଗଡିବ ସ୍ୱତନ୍ତ୍ର ଟ୍ରେନ୍

ପୁରୀ-ବିକାନେର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

7. 24 ଘଣ୍ଟାରେ ରାଜ୍ୟରୁ ଆଉ 8032 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ 24 ଘଣ୍ଟାରେ 8032 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 764673 ରୋଗୀ ସୁସ୍ଥ ହେଲେଣି ।

8. ତୃତୀୟ ଲହରରେ ପିଲାଙ୍କୁ କୋରୋନା ସଂକ୍ରମଣ ! କ'ଣ କହୁଛନ୍ତି ବିଶେଷଜ୍ଞ

ମହାମାରୀ କୋରୋନାର ପ୍ରଥମ ଲହର ଅପେକ୍ଷା ଦେଶରେ କୋରୋନାର ଦ୍ବିତୀୟ ଲହର ଦ୍ବାରା ଲୋକେ ଅତ୍ୟଧିକ ଆକ୍ରାନ୍ତ ହୋଇଛନ୍ତି । ଅନେକ ଜୀବନ ମଧ୍ୟ ଯାଇଛି । ଲୋକଙ୍କୁ ମହାମାରୀରୁ ମୁକ୍ତ କରିବାକୁ ଡାକ୍ତର ଓ ଚିକିତ୍ସାଧୀକାରୀ ଦିନ ରାତି ଏକ କରିଦେଇଛନ୍ତି ।

9. ନିଖିଲ ଉପରେ ନୁସରତଙ୍କ ବଡ ଅଭିଯୋଗ, ନ ଜଣାଇ ବ୍ୟାଙ୍କରୁ ଟଙ୍କା କାଢନ୍ତି ସ୍ବାମୀ

ନୁସରତ ଜାହାଁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିବା ପରେ ନିଜ ସ୍ବାମୀ ନିଖିଲ ଜୈନଙ୍କ ସହ ସମ୍ପର୍କକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଦେଇଛନ୍ତି କଡା ପ୍ରତିକ୍ରିୟା ।

10. ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନୈରାଶ୍ୟଜନକ ରେକର୍ଡ

WTC ଫାଇନାଲରେ ଶେଷହେବ କି ଭାରତର ବିଜୟ ବନବାସ ? ଆଇସିସି ଟୁର୍ଣ୍ଣାମେଣ୍ଟରେ 18 ବର୍ଷ ହେଲାଣି ନ୍ୟୁଜିଲାଣ୍ଡଠୁ ଜିତିପାରିନି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.