ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 26, 2021, 9:10 PM IST

1.24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 10635 ସଂକ୍ରମିତ

ରାଜ୍ୟରୁ ଦିନକରେ 10635 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 6 ଲକ୍ଷ 23 ହଜାର 628ରେ ପହଞ୍ଚିଲା ।

2.7 ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ 128 ଗାଁକୁ ରିଲିଫ

ବାତ୍ୟାରେ 7 ଦିନ ମଧ୍ୟରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ରାଜ୍ୟ ସରକାର ରିଲିଫ ଦେବା ନିମନ୍ତେ ଘୋଷଣା କରିଛନ୍ତି ।

3.ଭାଙ୍ଗିଲା..ଉଡେଇଲା..ବୁଡାଇଲା

ଅତି ଭୀଷଣ ସାମୁଦ୍ରିକ ଝଡ ୟସ୍ ଓଡିଶା ଉପକୂଳ ଅତିକ୍ରମ କରିଛି । ଭୟଙ୍କର ରୂପରେ ମାଡିଆସିଥିବା ୟସ୍ ଉତ୍ତର ଓଡିଶା ଉପକୂଳରେ ତାଣ୍ଡବ ରଚିବା ପରେ ମୟୂରଭଞ୍ଜ ଆଡକୁ ମୁହାଁଇଛି ।

4.ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର

ବାତ୍ୟା ୟସ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା । ବୁଧବାର ବାତ୍ୟାର ପ୍ରକୋପ କମିବା ପରେ ସ୍ବଭାବିକ ହୋଇଛି ବିମାନ ଚଳାଚଳ ।

5.କମୁନି କୋରୋନା, ଘୁଞ୍ଚିଲା JEE ଆଡଭାନ୍ସ ପରୀକ୍ଷା

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ଖଡଗପୁର ଜେଇଇ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ କରିଛି । 3 ଜୁଲାଇ 2021ରେ ନିର୍ଦ୍ଧାରିତ ହୋଇଥିଲା ଏହି ପରୀକ୍ଷା ।

6.ବାତ୍ୟା ୟସ: ସାଢେ 6 ଲକ୍ଷ ସ୍ଥାନାନ୍ତରିତ, ଯୁଦ୍ଧକାଳୀନ ଭିତରେ ଚାଲିଛି ପୁନରୁଦ୍ଧାର କାମ

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଏବେ ବି ରହିଛି ୟସ । ବର୍ତ୍ତମାନ ୟସ ମୟୂରଭଞ୍ଜରେ ଅଟକିଛି ।
7.ଫୋକସରେ ପୁନରୁଦ୍ଧାର କାର୍ଯ୍ୟ, ବାଲେଶ୍ବର ଗଲେ ଯୋଗାଣ ମନ୍ତ୍ରୀ

ବାଲେଶ୍ବର ଗସ୍ତରେ ଗଲେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଯାଉଛନ୍ତି ଯୋଗାଣ ମନ୍ତ୍ରୀ ।
8.ଅତିଷ୍ଠ ହେଲା ଶାରୀରିକ ପୀଡା: ଟ୍ରାନ୍ସଫର୍ମରରେ ଚଢି କର୍କଟ ରୋଗୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଟିକରପଡାରେ ଜଣେ କର୍କଟ ରୋଗୀ କଷ୍ଟ ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।
9.ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA, ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଇଣ୍ଡିଆନ ମେଡିକାଲ ଆସୋସିଏସନ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପତଞ୍ଜଳୀର ମାଲିକ ରାମଦେବଙ୍କ ପକ୍ଷରୁ ଭ୍ୟାକ୍ସିନ ବିରୋଧରେ ଦେଇଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବା ଦରକାର ବୋଲି କହିଛି ।

10.ବ୍ରହ୍ମପୁରରୁ ବାତ୍ୟା ବିପନ୍ନଙ୍କୁ ପଠାଗଲା ଶୁଖିଲା ଖାଦ୍ୟ

ବ୍ରହ୍ମପୁର ସହରରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଗଲା ଶୁଖିଲା ଖାଦ୍ୟ ରିଲିଫ୍ ସାମଗ୍ରୀ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.