1.ଜୁନ 15 ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
2.ସୋମବାର ସର୍ବଦଳୀୟ ବୈଠକ, ଲକଡାଉନ ସପକ୍ଷରେ ମତ ରଖିବେ ବିରୋଧୀ
3.ତାଉ'ତେର କରାଳ ରୂପ: କର୍ଣ୍ଣାଟକର 77 ଗାଁ ପ୍ରଭାବିତ, 4 ମୃତ
ବାତ୍ୟା ତାଉ'ତେ ପ୍ରଭାବରେ ଅଶାନ୍ତ ସମୁଦ୍ର । କେରଳର ଥିରୁଅନନ୍ତପୁରମରେ କୂଳ ଲଂଘୁଛି ସମୁଦ୍ର ।
4.ଗୋଆରେ ତାଉ'ତେର ଗର୍ଜନ, କର୍ଣ୍ଣାଟକରେ କରାଳ ରୂପ ଧରି ରଚିଲା ତାଣ୍ଡବ
5.ଫେସବୁକରେ ଆତଙ୍କୀ ପୋଷ୍ଟ, ତାମିଲନାଡୁର 4 ସ୍ଥାନରେ ଏନଆଇଏର ଚଢାଉ
ତାମିଲନାଡୁର ମଦୁରାଇର ଚାରିଟି ସ୍ଥାନରେ ଏନଏଆଇ ଚଢାଉ । ଫେସବୁକରେ ହୋଇଥିବା ଆତଙ୍କୀ ପୋଷ୍ଟର ଚେର ଖୋଜୁଛି ତଦନ୍ତକାରୀ ସଂସ୍ଥା ।
6.ସରକାରଙ୍କୁ ରାହୁଲଙ୍କ ଆହ୍ମାନ, ସାହସ ଅଛି ତ ଗିରଫ କର
ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଲଗାଇ ଲୋକଙ୍କୁ ଗିରଫ କରାଯାଉଥିବା ଖବର ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
7.ଭାରତ ବାୟୋଟେକର ଦାବି, କୋରୋନାର ନୂଆ ଷ୍ଟ୍ରେନ ବିରୋଧରେ କୋଭାକ୍ସିନ ପ୍ରଭାବଶାଳୀ
ଭାରତ ଓ ବ୍ରିଟେନରେ ମିଳିଥିବା କୋରୋନା ଭାଇରସର ନୂଆ ରୂପ ବିରୋଧରେ କୋଭାକ୍ସିନ ବେଶ ପ୍ରଭାବଶାଳୀ ବୋଳି ଦାବି କରିଛି ନିର୍ମାତା କମ୍ପାନୀ ଭାରତ ବାୟୋଟେକ ।
8.ଇଣ୍ଡିଆନ ପ୍ରିମିୟର ଲିଗ ବିଶ୍ବର ସବୁଠାରୁ ଶ୍ରେଷ୍ଠ: ରିଆଜ
9.ଇଟାଲିଅନ ଓପନ: ଫାଇନାଲ ମ୍ୟାଚରେ ନାଦାଲ-ଜୋକଭିକ ଲଢ଼େଇ
ଇଟାଲିଅନ ଓପନ ଫାଇନାଲ ମ୍ୟାଚରେ ରାଫେଲ ନାଦାଲଙ୍କୁ ଭେଟିବେ ନୋଭାକ ଜୋକଭିକ । ଗତ ଶନିବାର ସେମିଫାଇନାଲ ମୁକାବିଲାରେ ଆମେରିକାର ରିଲି ଓପେଲ୍କାଙ୍କୁ ଭେଟିଥିଲେ ନାଦାଲ ।
10.ଖୁବ୍ ଶୀଘ୍ର ବିବାହ କରିବେ ଅଙ୍କିତା ଲୋଖଣ୍ଡେ