ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 15, 2021, 10:12 PM IST

1.24 ଘଣ୍ଟାରେ ରାଜ୍ୟରୁ 10781 ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରୁ ସୁସ୍ଥ ହେଲେ ଆଉ 10781 କୋରୋନା ଆକ୍ରାନ୍ତ । ରେକର୍ଡ ସଂଖ୍ୟକ କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ ।

2.ବଣ୍ଡାଘାଟିରେ ପହଞ୍ଚିଲା କୋରୋନା, 12 ପଜିଟିଭ

ବଣ୍ଡା ଜନଜାତି ପାଖରେ ପହଞ୍ଚିଲା କୋରୋନା ଭାଇରସ । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବଣ୍ଡା ସମ୍ପ୍ରଦାୟର 12 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସପ୍ତାହିକ ହାଟରୁ ସଂକ୍ରମିତ ହୋଇଥିବା ସଂନ୍ଦେହ କରାଯାଉଛି ।

3.ଆସନ୍ତା 5 ଦିନ ଶୁଖିଲା ରହିବ ପାଗ

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମିଛି।

4.ଆଧାର କାର୍ଡ ନଥିଲେ ବି ମିଳିବ ସବୁ ପ୍ରକାର ସୁବିଧା

ଆଧାର କାର୍ଡ ନଥିଲେ ମଧ୍ୟ କୌଣସି ପ୍ରକାର ସେବା ଓ ସୁବିଧାରୁ ବଞ୍ଚିତ ହେବେ ନାହିଁ ଲୋକେ ।

5.ମହାରାଷ୍ଟ୍ରରେ କୋଠା ଭୁଷୁଡି 4 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମହାରାଷ୍ଟ୍ର ଥାନେ ଜିଲ୍ଲାରେ କୋଠା ଭୁଷୁଡି 4 ଜଣଙ୍କ ମୃତ୍ୟୁ ହୋଇଛି ।

6.ଆତଙ୍କୀ ଆକ୍ରମଣ ପଣ୍ଡ, 10 କେଜି ଆଇଇଡି ଜବତ ସହ ସନ୍ଦିଗ୍ଧ ଅଟକ

ଜମ୍ମୁ କାଶ୍ମୀର ପୋଲିସକୁ ସଫଳତା । ଆତଙ୍କୀ ଆକ୍ରମଣ ପଣ୍ଡ । ଜବତ ହେଲା 10 କେଜିର ଆଇଇଡି ।

7.ସର୍ପପ୍ରେମୀ କାର୍ତ୍ତିକ, ଧରିଲେଣି 10 ହଜାରରୁ ଉର୍ଦ୍ଧ୍ବ ସାପ

କେବେ ନାଗ , ପୁଣି କେବେ ରଣା , ଚନ୍ଦ୍ରବୋଡା , ଅଜଗର ଭଳି ବଡ ଭୟଙ୍କର - ବିଷଧର ସାପକୁ ଉଦ୍ଧାର କରନ୍ତି କାର୍ତ୍ତିକ । ସାପଙ୍କୁ ସୁରକ୍ଷା ଦେବାରେ ଜୀବନ ଉତ୍ସର୍ଗ କରିଦେଇଥିବା କାର୍ତ୍ତିକ ସାପ ମଣିଷ ଭାବେ ଏବେ ପରିଚିତ ।

8.10 ବର୍ଷ ଧରି ଏହି ରୋଗ ସହିତ ଲଢୁଛନ୍ତି ସୁମୋନା, କହିଲେ ମୁଁ ଲକଡାଉନରେ ବେରୋଜଗାର

ଏବେ ଚର୍ଚ୍ଚାରେ ସୁମୋନା ଚକ୍ରବର୍ତ୍ତୀଙ୍କ ପୋଷ୍ଟ । ସୁମୋନା କହିଛନ୍ତି ଯେ, ସେ ଏକ ରୋଗ ସହ ଲଢୁଛନ୍ତି ଏବଂ କିଛି ସମୟ ଧରି ବେରୋଜଗାର ଅଛନ୍ତି ।

9.ଫେଲ ମାରିଛି PM SVANidhi ସ୍କିମ, କରଜରେ ଉବୁଟୁବୁ ଉଠାଦୋକାନୀ

ବିଶ୍ବରେ ଜାରି ରହିଛି କୋରୋନା ମହାମାରୀର କୋପ । ଲାଗୁ ନାହିଁ ସଂକ୍ରମଣରେ ବ୍ରେକ । ଫଳରେ ସରକାର ଲାଗୁ କରୁଛନ୍ତି ଲକଡାଉନ-ସଟଡାଉନ ।
10.ଚିନ୍ତା ବଢାଇଛି ନୂଆ ନୂଆ କୋଭିଡ ଭ୍ୟାରିଆଣ୍ଟ

୨୦୧୯ରେ ଆସିଥିବା ଏକ ଅପ୍ରତ୍ୟାଶିତ ଓ ଅନିମନ୍ତ୍ରିତ ଅତିଥି ବିଶ୍ୱର ଜନସଂଖ୍ୟାକୁ ହ୍ରାସ କରିବାରେ ଲାଗିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.