ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - undefined

ନଜର ପକାନ୍ତୁ TOP NEWS@9PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 9, 2021, 9:08 PM IST

1.କୋରୋନାରେ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ରଘୁନାଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଶୋକ

2.ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ରଘୁନାଥଙ୍କ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯିବ ଅନ୍ତିମ ବିଦାୟ । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3.ପେଟ୍ରୋଲ ଡିଜେଲ ଦର ବୃଦ୍ଧି, କେନ୍ଦ୍ରକୁ ବିଜେଡି ଓ କଂଗ୍ରେସର ସମାଲୋଚନା

କୋରୋନା ମହାମାରୀ ସମୟରେ ପେଟ୍ରୋଲ ଓ ଡିଜେଲର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ ।
4.କଲ୍ କଲେ ଘରେ ପହଞ୍ଚିବ ମେଡିସିନ: ଯାଜପୁର ଏସପି

ଏଣିକି ଯାଜପୁରରେ ପୋଲିସ ଘରେ ପହଞ୍ଚାଇବ ମେଡିସିନ । କଲ କରି ପୋଲିସକୁ ପ୍ରେସକ୍ରିପସେନ ଦେଲେ ଘରେ ପହଞ୍ଚିଯିବ ମେଡିସିନ ।

5.କୋଭିଡ କଲ୍ ସେଣ୍ଟରର କାରନାମା, କୋରୋନାରେ ମୃତବ୍ୟକ୍ତିଙ୍କ ନାମରେ ଆସୁଛି ଫୋନ

କୋଭିଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଫୋନକୁ ହେଲ୍ପଡେସ୍କରୁ ବାରମ୍ବାର ଫୋନ ଆସୁଥିବା ଅଭିଯୋଗ । ସ୍ବାସ୍ଥ୍ୟ ବିଭାଗରେ ଏ ଭଳି ଚରମ ଅବହେଳାକୁ ତିବ୍ର ନିନ୍ଦା କରାଯାଇଛି ।

6.ମାତୃ ଦିବସରେ ସମାଜସେବୀଙ୍କ ନିଆରା ଶୁଭେଚ୍ଛା

କୋରୋନା ସଂକ୍ରମଣକୁ ଭୟାବହତାକୁ ଦୃଷ୍ଟିରେ ରଖି ଲକଡ଼ାଉନ୍‍ ଜାରି ରହିଥିବାବେଳେ ସମାଜସେବୀ ସୁଶାନ୍ତ ସାହୁ ଏହାକୁ ନିଆରା ଢ଼ଙ୍ଗରେ ପାଳକ କରିବା ସହ ବିଶ୍ୱକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।
7.ବଢିଲା ଲକଡାଉନ୍ ଅବଧି, 10ରୁ 17 ଯାଏଁ ତାଲା ବନ୍ଦ

ସପ୍ତାହର ଲକଡାଉନରେ ଅଧିକ କଠୋରତା ଜାରି ହୋଇଛି । ଏହି ସମୟରେ ମେଟ୍ରୋ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ। ସର୍ବସାଧାରଣ ସ୍ଥାନରେ ବିବାହ ଉତ୍ସବକୁ ଅନୁମତି ନାହିଁ ।
8.ମଧ୍ୟପ୍ରଦେଶରେ ନିର୍ମାଣଧୀନ 1000 ଅକ୍ସିଜେନ ବେଡ ବିଶିଷ୍ଟ ହସ୍ପିଟାଲ, ଧର୍ମେନ୍ଦ୍ରଙ୍କର ରହିଛି ବଡ ଯୋଗଦାନ

ମଧ୍ୟପ୍ରଦେଶ ସାଗର ଜିଲ୍ଲାର ବୀନାରେ ନିର୍ମାଣ କରାଯାଉଛି ଅକ୍ସିଜେନ ଆଧାରିତ 1000 ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏହି ହସ୍ପିଟାଲ ନିର୍ମାଣରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଯୋଗଦାନ ।

9.'ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ପାଇଁ ମୋ ପାଖରେ ଶବ୍ଦ ନାହିଁ'

ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି । ମହାମାରୀ ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।

10.କୋରୋନାରେ ଆଖି ବୁଜିଲେ ଫେମସ ୟୁଟ୍ୟୁବର୍ ରାହୁଲ ବୋହରା

କୋରୋନା ସଂକ୍ରମିତ ଲୋକପ୍ରିୟ ୟୁଟ୍ୟୁବର୍ ରାହୁଲ ବୋହରା ଆଜି ସକାଳ ପ୍ରାୟ 6.30 ସମୟରେ ଦିଲ୍ଲୀର ଦ୍ବାରକାସ୍ଥିତ ଆୟୁଷ୍ମାନ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.