ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 29, 2021, 9:04 PM IST

1. ଇଟିଭି ଭାରତ EXIT POLL: ବଙ୍ଗରେ ଝୁଲା ବିଧାନସଭା, ଆସାମରେ ବିଜେପି ସରକାର !

ବିଧାନସଭା ନିର୍ବାଚନକୁ ନେଇ ଇଟିଭି ଭାରତର ଆକଳନ । ଜାଣନ୍ତୁ କାହାକୁ ମିଳିବ କେତେ ଆସନ...

2. ଇଟିଭି ଭାରତ ଏକଜିଟ୍ ପୋଲ; DMK ଗଢିବ ପରବର୍ତ୍ତୀ ସରକାର

2016 ରେ ଅଳ୍ପକେ ନିର୍ବାଚନ ହାରି ଯାଇଥିବା ଡିଏମକେ ଏଥର ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି ଏବଂ ଦଳର ସଭାପତି ଏମକେ ଷ୍ଟାଲିନ୍ ହେବେ ମୁଖ୍ୟମନ୍ତ୍ରୀ । ଇଟିଭି ଭାରତ କରିଥିବା ନିର୍ବାଚନ ବାହୁଡାମତ ସର୍ଭେରୁ ଏହା ଜଣାପଡିଛି ।

3. LDFର ହେବ 2ୟ ବିଜୟ, କମିବ ଆସନ ସଂଖ୍ୟା !

କେରଳରେ ସିପିଏମ୍ ନେତୃତ୍ବାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ୍) ଲଗାତର ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିବ ଏବଂ ରାଜ୍ୟରେ କୌଣସି ପ୍ରକାର ଶାସକ ବିରୋଧୀ ହାୱା ନାହିଁ ତାହାର ସ୍ପଷ୍ଟ ସୂଚନା ମିଳୁଛି ।

4. କୋଭିସିଲ୍ଡ ପରେ କମିଲା କୋଭାକ୍ସିନ ଟିକା ଦର

ସେରମ ପରେ ଟିକାର ମୂଲ୍ୟ ହ୍ରାସକଲା ଅନ୍ୟତମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ।

5. ସିଲ ହେଲା ରାଜଧାନୀରେ ଥିବା ସରକାରୀ କାର୍ଯ୍ୟାଳୟ

ସିଲ ହେଲା ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ବର ତହସିଲକୁ ସିଲ୍ ସମେତ ଅନେକ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି ।

6. ଟିକାକରଣ ନୀତିର ପୁନର୍ବିଚାର ଆବଶ୍ୟକ

ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ, କୋଭିଡ୍‌ ସଂକ୍ରମଣ ଜନିତ ବିସ୍ଫୋରକ ପରିସ୍ଥିତିର ମୁକାବିଲା ନିମନ୍ତେ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା, ମୌଳିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ଏବଂ ବିଶ୍ବ ମହାମାରୀ ସଂକ୍ରାନ୍ତ ବିଭିନ୍ନ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି

7. କୋରୋନା ଦୂର ପାଇଁ ମା' ଚଣ୍ଡୀ ପୀଠରେ ପୂଜାର୍ଚ୍ଚନା

କୋରୋନା ଦୂର ପାଇଁ ମା' ଚଣ୍ଡୀ ପୀଠରେ ପୂଜାର୍ଚ୍ଚନା । ମା'ଙ୍କୁ ସନ୍ତୁଷ୍ଟ ପାଇଁ ପିଠା ତିଆରି କରୁଛନ୍ତି ମହିଳା ।

8. ଆଇପିଏଲ ମହାସମର: କେକେଆର ବିପକ୍ଷରେ କ୍ୟାପିଟାଲ୍ସର ବୋଲିଂ ନିଷ୍ପତ୍ତି

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

9. ଡି କକ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ, ରାଜସ୍ଥାନକୁ ହରାଇଲା ମୁମ୍ବାଇ

କ୍ବିଣ୍ଟନ ଡି କକ୍‌ଙ୍କ ଅପରାଜିତ 70 ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଅରୁଣ ଜେଟଲି ଷ୍ଟାଡିୟମ ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ହରାଇଛି ।

10. ରଣଧୀର କପୁରଙ୍କୁ କୋରୋନା, ଡାକ୍ତରଖାନାରେ ହେଲେ ଭର୍ତ୍ତି

ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ରଣଧୀର କପୁର କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.