ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 15, 2021, 9:01 PM IST

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ପୁରୀରେ ଜଳିଗଲା ତିନି ବସ, କାରଣ ଅସ୍ପଷ୍ଟ

ଜଳିଗଲା ତିନୋଟି ବସ । ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କୌଣସି ମୃତାହତ କିମ୍ବା ଆହତ ହୋଇନଥିବା ଜଣାପଡିଛି ।

2-ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ: ବିଜେପିର ସ୍ପଷ୍ଟୀକରଣ ଦାବି କଲା ବିଜେଡି

ବିଧାନସଭାରେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ବିଜେପିକୁ ଘେରିଲା ବିଜେଡ଼ି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ବିଜେଡି ।

3-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ଓଡିଶା EPF ପେନସନଭୋଗୀ ସମସ୍ୟାର କଲେ ଆଲୋଚନା

ଓଡିଶା EPF ପେନସନଭୋଗୀଙ୍କୁ ମିଳିବ ସବୁ ପ୍ରକାର ସୁବିଧା । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଆଲୋଚନା ପରେ ଏ ନେଇ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

4-ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ

ଭୟଙ୍କର ଜଙ୍ଗଲ ନିଆଁ ଲିଭିବା ପରେ ଏବେ ଜୀବନ ଫେରି ପାଇଛି ସବୁଜ ବନାନୀ ଶିମିଳିପାଳ । ବିଗତ ୧୫ ଦିନରୁ ଅଧିକ ହେବ ବନାଗ୍ନିରେ ରହିଥିଲା ଶିମିଳିପାଳ । ଏବେ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।

5-ଡିଜିଟାଲ ସଫେଇ, ରାଉରକେଲାରେ ଘରେ ଘରେ ଲାଗିଲା QR କୋଡ ଟ୍ୟାଗ୍

ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ଅଭିନବ ପ୍ରାୟସ । ସହରକୁ ଆବର୍ଜନା ମକ୍ତ କରିବା ପାଇଁ ନିଆଯାଇଛି ଡିଜିଟାଲ ପଦକ୍ଷେପ । କ୍ୟୁ.ଆର୍. କୋଡ୍ ମାଧ୍ୟମରେ ସଫା ହେବ ଆବର୍ଜନା ।

6-ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଆତଙ୍କବାଦୀ ଆରିଜଙ୍କୁ ଫାଶୀଦଣ୍ଡ

2008 ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ଆରିଜ ଖାନକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀ କୋର୍ଟ । କୋର୍ଟ ଏହାକୁ ବିରଳରୁ ଅତି ବିରଳ ମାମଲା ବୋଲି ବିବେଚନା କରିଛନ୍ତି ।

7-ଏଥର NEET ପରୀକ୍ଷା ଦେବାକୁ ମିଳିବ ଗୋଟିଏ ସୁଯୋଗ

ଏଥର ମେଡିକାଲ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା NEET ଦେବାକୁ ମିଳିବ ମାତ୍ର ଗୋଟିଏ ସୁଯୋଗ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

8-ଆମେରିକା ହେଲା ଭାରତର ଦ୍ବିତୀୟ ସର୍ବବୃହତ ତୈଳ ଯୋଗାଣକାରୀ ଦେଶ

ଆମେରିକା ହୋଇଛି ଭାରତର ଦ୍ବିତୀୟ ସର୍ବବୃହତ ତୈଳ ଯୋଗାଣକାରୀ ଦେଶ । ଚତୁର୍ଥ ସ୍ଥାନକୁ ଖସିଛି ସାଉଦି ଆରବ ।

9-ଜାତୀୟ କବାଡ଼ି ଟିମ ବାଛିବେ ଓଡିଆ ଝିଅ ଜୟଶ୍ରୀ

47ତମ ରାଜ୍ୟ କନିଷ୍ଠ ବାଳକ ଓ ବାଳିକା କବାଡ଼ି ପ୍ରତିଯୋଗୀତା ତେଲେଙ୍ଗାନାର ସୂର୍ଯ୍ୟପେଟରେ ଅନୁଷ୍ଠିତ ହେବ । ଚଳିତ ମାସ 22ରୁ 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗୀତା ଖେଳାଯିବ ।

10-ଏଥର 10 କୋଟି ଲୋକଙ୍କ ଜୀବନ ବଦଳାଇବେ ସୋନୁ, ଜାଣନ୍ତୁ କେମିତି

ନୂଆ ଆଶା ନେଇ ଫେରିଲେ ସୋନୁ । ଦେଶରେ ଲୋକଙ୍କୁ ରୋଜଗାର ଯୋଗାଇବେ ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.