ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Jan 31, 2021, 9:01 PM IST

1.ରାଜ୍ୟରେ ଶୀତ ଲହରି ଆଶଙ୍କା, ଜିଲ୍ଲାପାଳମାନଙ୍କୁ SRCଙ୍କ ଚିଠି

ଆସନ୍ତା 3 ତାରିଖରରୁ ରାଜ୍ୟରେ ଶୀତ ଲହରି ରହିବା ନେଇ ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ SRCଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି।

2. ଜାତୀୟ ସ୍ତରରେ ଓଡ଼ିଶା ପୋଲିସ ସମ୍ମାନିତ, ମହିଳା କୋଭିଡ ଯୋଦ୍ଧାଙ୍କୁ ଛୁଟିଲା ପ୍ରଶଂସାର ସୁଅ

ଜାତୀୟ ସ୍ତରରେ ଓଡ଼ିଶା ପୋଲିସ ହେଲା ସମ୍ମାନିତ। ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ମହିଳା ପୋଲିସକୁ ସମ୍ମାନିତ କରାଯାଇଛି।

3.ଗୁଗଲ ସର୍ଚ୍ଚରେ BCCI ସମ୍ପାଦକଙ୍କ ପତ୍ନୀ ଏହି ଓଡିଆ ଅଭିନେତ୍ରୀ...

ବିସିସିଆଇ ସମ୍ପାଦକ ଓ ଏସିଆନ କ୍ରିକେଟ କାଉନସିଲ ସଭାପତି ଜୟ ଶାହଙ୍କ ସ୍ତ୍ରୀ ହେଉଛନ୍ତି ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ ! କଥାଟା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ।

4. ମୋଦିଙ୍କ ପ୍ରଶଂସା ପରେ ଭାଗ୍ୟଶ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୋଦିଙ୍କ ପ୍ରଶଂସା ପରେ ଭାଗ୍ୟଶ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ରାଉରକେଲାର ଭାଗ୍ୟଶ୍ରୀଙ୍କ କଳାକୃତିକୁ ପ୍ରଶଂସା କରିଥିଲେ ।

5. CEA ସୁବ୍ରମଣ୍ୟମଙ୍କ ଦୃଢୋକ୍ତି, ସମ୍ଭବ 11% ବିକାଶ ହାର

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ବୃହତ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ଏକମାତ୍ର ଦେଶ, ଯାହାର ଆର୍ଥିକ ବିକାଶ ହାର 2 ଅଙ୍କ ଟପିବାର ଅନୁମାନ ରହିଛି ।

6. ଫେବୃଆରୀ 7ରେ ପଶ୍ଚିମବଙ୍ଗକୁ 5 ହଜାର କୋଟିର ଭେଟି ଦେବେ ମୋଦି

କେନ୍ଦ୍ର ସରକାରଙ୍କ 3ଟି ଯୋଜନାର ଉଦଘାଟନ ପାଇଁ ଫେବୃଆରୀ 7ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାର ଶୁଭେରମ୍ଭ ପରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

7. ଅସୁସ୍ଥ ଲବ ଓ କୁଶ, ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ

ବାଘୁଣୀ ସ୍ନେହାର 2 ଶାବକ ଲବ ଓ କୁଶ ଅସୁସ୍ଥ । ପ୍ରାୟ ବର୍ଷକର ଏହି ଦୁଇ ଶାବକ ଲବ ଓ କୁଶଙ୍କ ଅସୁସ୍ଥତା ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି ।

8.ଗଞ୍ଜେଇ ଚୋରା ଚାଲାଣ ପଣ୍ଡ, ଦୁଇ ଚାଲାଣକାରୀଙ୍କୁ ବାନ୍ଧିଲା ପୋଲିସ

ରାୟଗଡା ଜିଲ୍ଲାର ଦୁର୍ଗମ ପାହାଡିଆ ଘଞ୍ଚ ଜଙ୍ଗଲ ଜମିରେ ଚାଲିଛି ଗଞ୍ଜେଇ ଚାଷ । ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ ।

9.ବାଇପାସରେ ଟ୍ରକ ଡ୍ରାଇଭରଙ୍କ ଠୁ ଲୁଟ, ଲୁଟିନେଲେ ଟଙ୍କା ଓ ମୋବାଇଲ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଜାମପାଲି ବାଇପାସ ନିକଟରେ ଜଣେ ଟ୍ରକ ଚାଳକ ଓ ସହଯୋଗୀ ଚାଳକଙ୍କ ଠାରୁ ଲୁଟ ।

10. ରାଇରଙ୍ଗପୁରରେ ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭାରମ୍ଭ

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦ୍ବାରା ମୟୂରଭଞ୍ଜ ପ୍ରିମିୟମ ଲିଗ୍‌ର ଶୁଭ ଉଦ୍‌ଘାଟନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.