ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jan 11, 2021, 9:03 PM IST

1-ସରକାରଙ୍କ ବଡ ଘୋଷଣା, କେନ୍ଦୁପତ୍ର ତୋଳାଳୀଙ୍କ ସାମଗ୍ରିକ ବିକାଶ ପାଇଁ 92 କୋଟି ଟଙ୍କା

କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ସୋମବାର) ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି ।

2-କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଇଚ୍ଛାଧୀନ

କୋରୋନା ଟିକା ବାଧ୍ୟତାମୂଳକ ନୁହେଁ ଏହା ଇଚ୍ଛାଧୀନ । ଟିକା ନେବା ସମ୍ପୂର୍ଣ୍ଣ ଭାବରେ ନିରାପଦ ଓ ଫଳପ୍ରଦ ।

3-ମାର୍ଚ୍ଚ ୨୭ରେ ବାର ଆସୋସିଏସନ ନିର୍ବାଚନ, ଜାରି ହେଲା ବିଜ୍ଞପ୍ତି

ବାର ଆସୋସିଏସନ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି । ଏନେଇ ରାଜ୍ୟ ବାର କାଉନସିଲ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

4-ଖାକି ପୋଷାକରେ ଦାଦାଗିରି ! ଅଟୋ ଚାଳକକୁ ନିର୍ଦ୍ଧୁମ ଛେଚିଲେ ମହିଳା ପୋଲିସ

ବିଚ ରାସ୍ତାରେ ଜଣେ ଅଟୋ ଚାଳକକୁ ଅଟକାଇ ନିସ୍ତୁକ ମାଡ । ଏପରି ଦୁଃସାହସ କାର୍ଯ୍ୟ ପାଇଁ ମହିଳା ଅଫିସରଙ୍କୁ କିଏ ଦେଲା କ୍ଷମତା ନା ନିଜର ଖାକି ପୋଷାକର ଗରମ ଦେଖାଇ ଏଭଳି ଅତ୍ୟାଚାର କରୁଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ।

5-ବିଏମସିର ଚଢାଉ, ବିପୁଳ ପରିମାଣର ପ୍ଲାଷ୍ଟିକ ଓ ପଲିଥିନ ଜବତ

ଭୁବନେଶ୍ବରର ଆଇଁଗିଣିଆ ଆଳୁ ଗଦି ମାର୍କେଟ ଅଞ୍ଚଳରେ ଚଢ଼ାଉ କରିଛି ବିଏମସି । ଯେଉଁଥିରେ ପାଖାପାଖି ୨ ଟନରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଓ ପଲିଥିନ ଜବତ ହୋଇଥିବା ଜଣାପଡିଛି ।

6-ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ, ଘଟଣାସ୍ଥଳରେ ଉତ୍ତେଜନା

ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ବ ହେଲା ଉଚ୍ଛେଦ । ଜବରଦଖଲକାରୀ ମାଗିଲେ କ୍ଷତିପୂରଣ । ଘଟଣାସ୍ଥଳରେ ଉତ୍ତେଜନା।

7-ODF ++ ମାନ୍ୟତା ପାଇଁ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଏମସି କମିଶନର

ସ୍ମାର୍ଟସିଟି ଭୁବନେଶ୍ବରକୁ ମିଳିଥିବା ODF ++ ମାନ୍ୟତା ପାଇଁ ରାଜଧାନୀବାସୀଙ୍କୁ ବିଏମସି କମିଶନର ଧନ୍ୟବାଦ ଜଣାଇଛନ୍ତି ।

8-ଅନୁଗୋଳ ହେବାକୁ ଯାଉଛି ଦେଶର ଅର୍ଥନୈତିକ ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳରେ ନାଲକୋର ଉତ୍ପାଦନ କ୍ଷମତା ବଢିବାକୁ ଥିବା ବେଳେ ଅନ୍ୟ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାରୁ ଜିଲ୍ଲା ଦେଶର ଅର୍ଥନୈତିକ ପେଣ୍ଠସ୍ଥଳୀ ପାଲଟିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

9-କାହିଁକି ମମତାଙ୍କୁ ଟ୍ରମ୍ପଙ୍କ ସହ ତୁଳନା କଲେ ଦିଲ୍ଲୀପ ଘୋଷ ?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତୁଳନା କରି ଶାଣିତ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ ।

10-ବ୍ରିସବେନ ଟେଷ୍ଟରୁ ଆହତ ବିହାରୀ ବାହାର

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମର ପିଛା ଛାଡୁନି ଆହତ ସମସ୍ୟା । ସୋମବାର ଟିମର ଆଉ ଜଣେ ପ୍ରମୁଖ ଖେଳାଳି ଆହତ ଯୋଗୁଁ ବାଦ ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.