ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 6, 2022, 9:04 AM IST

1. କଲମ୍ବିଆରେ ବଡ଼ ଧରଣର ଭୂସ୍ଖଳନ, 33 ମୃତ

କରାଳ ରୂପ ଦେଖାଇଛି ପ୍ରକୃତି । କଲମ୍ବିଆରେ ବଡ଼ ଧରଣର ଭୂସ୍ଖଳନ ଘଟି ଅତି କମରେ 33 ଜଣଙ୍କ ମୃତ୍ୟୁ ଘଟିଛି ।

2. ଓ୍ବେବ ସିରିଜ ନାଁରେ ଅଶ୍ଳୀଳ ସିନେମା ସୁଟିଂ, ଏତଲା ଦେଲେ ମଡେଲ

ଓ୍ବେବ-ସିରିଜ ନାଁରେ ଅଶ୍ଳୀଳ ସିନେମା ସୁଟିଂ ପାଇଁ ମଡେଲଙ୍କୁ କରାଯାଉଥିଲା ବାଧ୍ୟ । ଥାନାରେ ଏତଲା ପରେ ଜଣେ ଗିରଫ ଓ 3 ଫେରାର ।

3. ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ Vodafone CEO Nick Read

ଚଳିତ ବର୍ଷ ଶେଷ ସୁଦ୍ଧା ଇସ୍ତଫା ଦେବେ ଭୋଡାଫୋନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Vodafone CEO Nick Read will resign) ।

4. ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର, ସହିନପାରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ସାଲିଆ ସାହି ଶ୍ରୀରାମ ନଗରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ପ୍ରେମିକା ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ।

5. ମହିଳା କମିଶନରେ ହାଜର ହେଲେ ଦିନେଶ, ସୁପ୍ରିମକୋର୍ଟ ଯିବେ ଦୀପିକା

ବ୍ରହ୍ମପୁରରେ ଶାଶୁଘର ଆଗରେ ଦୀପିକାଙ୍କ ଧାରଣା ଘଟଣା । ବାରମ୍ବାର ନୋଟିସ ପରେ ମହିଳା କମିଶନରେ ହାଜର ହେଲେ ଦୀନେଶ । ହେଲେ ହୋଇପାରିଲାନି ସମାଧାନ ।

6. ଅଭିଯୋଗ ନଶୁଣି ଚାଲିଗଲେ ବିଡ଼ିଓ, ଗାଡି ଅଟକାଇ ଗ୍ରାମବାସୀଙ୍କ ପ୍ରତିବାଦ

ଜନଶୁଣାଣି କାର୍ଯ୍ୟକ୍ରମ ଶେଷ ପୂର୍ବରୁ ବିଡ଼ିଓଙ୍କ ସ୍ଥାନ ପରିତ୍ୟାଗକୁ ନେଇ ତାତିଲେ ଗ୍ରାମବାସୀ । ବିଡ଼ିଓଙ୍କ ଗାଡି ଅଟକାଇ ପ୍ରତିବାଦ କଲେ ।

7. Gujarat Assembly Election: ପରିବେଶ ଅନୁକୂଳ ବୁଥ, ପ୍ରକୃତି କୋଳରେ ନେତା ଚୟନ କଲେ ଭୋଟର

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଦୃଷ୍ଟି ଆକର୍ଷଣ କରିଥିଲା ଅରାଭଲ୍ଲୀର ପରିବେଶ ଅନୁକୂଳ ବୁଥ । ବୁଥର ଅନେକ ଜିନିଷ କାଗଜରେ ତିଆରି ହୋଇଥିଲା ।

8. Gold Smuggling: ବର୍ଷେ ମଧ୍ୟରେ ଭାରତରୁ ୮୩୦ କେଜି ସୁନା ଜବତ

ଦେଶରେ ଚଳିତ ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ଓ ସୁନା ଚୋରା ଚାଲାଣ ବୃଦ୍ଧି ପାଇଛି । ଡିଆରଆଇ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୮୩୦ କେଜି ସୁନା ଭାରତକୁ ଚାଲାଣ ବେଳେ ଜବତ ହୋଇଛି ।

9. ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଓଡ଼ିଶାରେ ରହିବ ଏମିତି ପ୍ରଭାବ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ଓ ଏହାର ଆପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରୁ ସୂଚନା ଦିଆଯାଇଛି ।

10. FIFA World Cup : କ୍ବାର୍ଟରରେ ବ୍ରାଜିଲ-କ୍ରୋଏସିଆ, ବିଶ୍ବକପରୁ ବିଦା ଜାପାନ ଓ ଦକ୍ଷିଣ କୋରିଆ

କାତାରରେ ଫିଫା ବିଶ୍ବକପ 2022 ଜାରି ରହିଛି । 16 ତମ ମ୍ୟାଚରେ ଦକ୍ଷିଣ କୋରିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.