ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 5, 2022, 8:59 AM IST

1. Padampur Bypoll: ଆରମ୍ଭ ହେଲା ମତଦାନ, ନେତା ବାଛୁଛନ୍ତି ପଦ୍ମପୁରବାସୀ

ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ ପ୍ରକ୍ରିୟା । ବୁଥରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ଭୋଟର ।

2. ByPolls: ଆଜି ୟୁପି ସମେତ 5 ରାଜ୍ୟର 6 ବିଧାନସଭା ଆସନରେ ଉପନିର୍ବାଚନ

ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ 5 ରାଜ୍ୟର 6 ବିଧାନସଭା ଆସନରେ ଉପନିର୍ବାଚନ ନେଇ ଆଜି ମତଦାନ ଆରମ୍ଭ ହୋଇଛି । ନେତା ବାଛୁଛନ୍ତି ଜନତା ।

3. India's G-20 Presidency: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆଜି (ସୋମବାର) ନୂଆଦିଲ୍ଲୀକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଜି୨୦ ବୈଠକରେ ସେ ଯୋଗ ଦେବା ଲାଗି ଏହି ଗସ୍ତ କରିବେ ।

4. ବସଷ୍ଟପରେ ଯାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ଟ୍ରକ, ୫ ମୃତ

ମଧ୍ୟପ୍ରଦେଶର ରତଲାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ଅପେକ୍ଷା କରିଥିବା ବେଳେ ଯାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ଟ୍ରକ । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ।

5. ପେପରଲେସ ହେବ ଭୁବନେଶ୍ବର ଏମ୍ସ, ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିଦର୍ଶନ କରିଛନ୍ତି ।

6. ବନ୍ଧୁକ ଛାଡି ନାଇଲେ ଶଙ୍ଖା ସିନ୍ଦୂର, ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ

ହିଂସା ଛାଡି ସଂସାର ବସାଇଲେ ଦୁଇ ମହିଳା ମାଓବାଦୀ । କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

7. World Soil Day: ସୁସ୍ଥ ଜୀବନ ପାଇଁ ମାଟିର ଯତ୍ନ ଜରୁରୀ

ମୃତ୍ତିକାରୁ ଖାଦ୍ୟ ପାନୀୟ ପାଇ ଆମେ ବଞ୍ଚୁ । ମାଟିରୁ ଆମକୁ ୯୫ ପ୍ରତିଶତ ଖାଦ୍ୟ ମିଳେ । ମାଟି ରହିଲେ ହିଁ ଇକୋସିଷ୍ଟମରେ ସମନ୍ବୟ ସମ୍ଭବ । ମୃତ୍ତିକା ସଂରକ୍ଷଣ ଦିଗରେ ସଚେତନତା ପାଇଁ ପ୍ରତିବର୍ଷ ଡିସେମ୍ବର 5 ତାରିଖକୁ ବିଶ୍ବ ମୃତ୍ତିକା ଦିବସ ଭାବରେ ପାଳନ କରାଯାଏ ।

8. President Murmu in AP: ସମ୍ମାନିତ କଲେ ଆନ୍ଧ୍ର ସରକାର, ଦେଶର ପ୍ରଗତିରେ ରାଜ୍ୟର ଭୂମିକାକୁ ପ୍ରଶଂସା କଲେ ରାଷ୍ଟ୍ରପତି

ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନାଗରିକ ସମ୍ବର୍ଦ୍ଧନା ସମାରୋହରେ ସମ୍ମାନିତ କଲେ ଆନ୍ଧ୍ର ସରକାର (President Droupadi Murmu Andhra Pradesh visit)। ଦେଶର ପ୍ରଗତିରେ ଆନ୍ଧ୍ରର ଭୂମିକାକୁ କଲେ ପ୍ରଶଂସା । ଅପରାହ୍ନରେ ବିଶାଖାପାଟନମରେ ନୌସେନା ଦିବସରେ ହେଲେ ସାମିଲ ।

9. ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରନ୍ତୁ ଓଡିଶା ସରକାର: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (Pradhan Mantri Jan Arogya Yojana) ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ବର AIIMS ପରିଦର୍ଶନ କରିବା ଅବସରରେ ସେ ଏହି ନିବେଦନ କରିଛନ୍ତି ।

10. BANvsIND 1st ODI: ଗୋଟିଏ ୱିକେଟରେ ଭାରତକୁ ହରାଇଲା ବାଂଲାଦେଶ

ଗୋଟିଏ ୱିକେଟରେ ଭାରତକୁ ହରାଇଲା ବାଂଲାଦେଶ । ଏହି ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.