ETV Bharat / bharat

TOP NEWS@9AM: ବର୍ତ୍ତମାନର ବଡ ଖବର

author img

By

Published : Oct 5, 2022, 9:01 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ବର୍ତ୍ତମାନର ବଡ ଖବର
TOP NEWS@9AM: ବର୍ତ୍ତମାନର ବଡ ଖବର

1.ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା: ଚାଲିଗଲା ୨୫ ଜୀବନ

ଉତ୍ତରାଖଣ୍ଡରେ ପାଉରୀ ଗରୱାଲ୍‌ ଜିଲ୍ଲାରେ ଘାଟି ତଳକୁ ବସ୍ ଖସିବା ଘଟଣା । ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସୁରକ୍ଷିତ ଉଦ୍ଧାର

2. Shopian Encounter: 12 ଘଣ୍ଟା ମଧ୍ୟରେ କାଶ୍ମୀରରେ ପୁଣି ଏନକାଉଣ୍ଟର

ଦକ୍ଷିଣ କାଶ୍ମୀରରେ 12 ଘଣ୍ଟାରେ ପୁଣି ଏନକାଉଣ୍ଟର ଆରମ୍ଭ । ଆତଙ୍କୀ ଲୁଚିଥିବା ନେଇ ଇନପୁଟ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସୁରକ୍ଷାବଳ

3.Patra Chawl Land Scam: ଆସନ୍ତା 10 ଯାଏ ହେପାଜତରେ ରହିବେ ସଞ୍ଜୟ

ପାତ୍ରଚାଲ ଲ୍ୟାଣ୍ଡ ସ୍କାମ (Patra Chawl land scam) ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ପୁଣି ବୃଦ୍ଧି କଲେ କୋର୍ଟ । ଅକ୍ଟୋବର 10 ଯାଏ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ବଢାଯାଇଛି

4.PM Visit Himachal: ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ହିମାଚଳ ପ୍ରଦେଶ ଗସ୍ତ କରିବେ । ଯେଉଁଠାରେ 3 ହଜାର 650 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ।

5. ଫୋନରେ କଥା ହେବାରୁ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା

ଦାମ୍ପତ୍ୟ ଜୀବନରେ କାଳ ସାଜୁଛି ମୋବାଇଲ ଫୋନ । ଫୋନରେ ମାତ୍ରାଧିକ ସମୟ କଥା ହେବାରୁ ସ୍ତ୍ରୀକୁ ହତ୍ୟା କରି ନିଜେ ଝୁଲିପଡିଲା ସ୍ବାମୀ

6.Dhamnagar By-Poll: କାହା ପଲ୍ଲା ଭାରି ବିଜେଡି, ବିଜେପି ନା କଂଗ୍ରେସ ?

ନଭେମ୍ବର 3 ତାରିଖରେ ଧାମନଗର ଉପ ନିର୍ବାଚନ । ବିଜେପି ଦଖଲରେ ଥିବା ଏହି ଆସନ ଏବେ କାହା ହାତକୁ ଯିବ ? କିଏ ହେବେ ଧାମନଗରର ପରବର୍ତ୍ତୀ ବିଧାୟକ

7.ୟୁକ୍ରେନକୁ ଆମେରିକାର 625 ମିଲିୟନ ଡଲାର ଅତିରିକ୍ତ ସାମରିକ ପ୍ୟାକେଜ, ଜେଲେନସ୍କିଙ୍କ ସହ କଥା ହେଲେ ବାଇଡେନ

ପୁଣି ୟୁକ୍ରେନକୁ 625 ମିଲିୟନ ଡଲାରର ସାମରିକ ପ୍ୟାକେଜ ଦେବ ଆମେରିକା । ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କଥା ହେଲେ ବାଇଡେନ ଓ ହାରିଶ (Biden announces military aid to ukraine)। ସହଯୋଗ ଜାରି ରହିବା ନେଇ ଦେଲେ ଆଶ୍ବସନା

8.ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ୍ କଲା LinkedIn

ଯୁବପିଢିଙ୍କୁ ନିଯୁକ୍ତି ଯୋଗାଇବା କ୍ଷେତ୍ରରେ ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ୍ କଲା ମାଇକ୍ରୋସଫ୍ଟ ମାଲିକାନା ଲିଙ୍କଡଇନ୍‌(Microsoft-owned LinkedIn)

9.IND vs SA 3rd T-20: ବୋଲିଂ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୪୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

ଭାରତ ବିପକ୍ଷ ତିନି ଟିକିଆ ଟି-୨୦ ସିରିଜରେ ସମ୍ମାନ ରକ୍ଷା କଲା ଦକ୍ଷିଣ ଆଫ୍ରିକା । ତୃତୀୟ ଟି-୨୦ ରେ ଫେଲ ମାରିଲା ଭାରତର ବ୍ୟାଟିଂ ଅର୍ଡର । ଆଜିର ଅନ୍ତିମ ତଥା ଟି୨୦ ମ୍ୟାଚରେ ଭାରତକୁ ୪୯ ରନରେ ହରାଇ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି

10.Adipurush Movie: ଖରାପ VFX ନେଇ ସଫେଇ ଦେଲା ଅଜୟ ଦେବଗନଙ୍କ କମ୍ପାନୀ

ଯେତେବେଳେ ଆଦିପୁରୁଷର ଟିଜରକୁ ଉପହାସ କରାଯାଇଥିଲା, ସେତେବେଳେ ଅନେକ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା ଯେ, ଏହାର ଭିଏଫଏକ୍ସର ଦାୟିତ୍ୱ ଅଜୟ ଦେବଗନଙ୍କ କମ୍ପାନୀ NY VFXWAALA ଉପରେ ଅଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.