ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 9, 2022, 9:08 AM IST

1.China-Taiwan Conflict: ଚୀନ-ତାଇଓ୍ବାନ ବିବାଦ ପ୍ରସଙ୍ଗରେ ଚିନ୍ତିତ ନଥିବା କହିଲେ ବାଇଡେନ

ତାଇଓ୍ବାନ ପ୍ରସଙ୍ଗରେ ଚିନ୍ତିତ ନଥିବା କହିଲେ ବାଇଡେନ । ଚୀନ କ୍ଷମତା ଠାରୁ ଅଧିକ କିଛି କରିପାରିବ ନାହିଁ ବୋଲି ମଧ୍ୟ ରଖିଲେ ପ୍ରତିକ୍ରିୟା ।

2.ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌

ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ ହୋଇଛି ।

3.JEE ମେନ୍‌ ପରୀକ୍ଷା ଫଳରେ ବିଭ୍ରାଟ, ଜଣେ ଛାତ୍ରଙ୍କୁ ଆସିଲା ଦୁଇଟି ରାଙ୍କି

JEE ମେନ୍‌ ପରୀକ୍ଷା ଫଳ ପ୍ରକାଶରେ ଏକ ବଡ଼ ଭୁଲ୍‌ ଦେଖା ଦେଇଛି । ପରୀକ୍ଷାରେ ଜଣେଜଣେ ଛାତ୍ରଙ୍କ ଦୁଇଟି ଅଲ୍‌ ଇଣ୍ଡିଆ ରାଙ୍କିଂ ଆସିଛି ।

4.ତାମିଲନାଡୁରୁ ଚୋରି ଦେବୀ ପାର୍ବତୀଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କରେ ଠାବ

୫୦ ବର୍ଷ ତଳେ ଚୋରି ହୋଇଥିବା ମାଆ ପାର୍ବତୀଙ୍କ ମୂର୍ତ୍ତିକୁ ଆମେରିକାରୁ ଉଦ୍ଧାର କଲା ତାମିଲନାଡୁ ପୋଲିସ ।

5.Bihar Politics: କ’ଣ ରହିଛି ବିହାର ସଂଖ୍ୟା ସମୀକରଣ, ମେଣ୍ଟ ଭାଙ୍ଗିଲେ ବିଜେପିର ହେବ କି କ୍ଷତି ?

Bihar Politics ବିହାର ପାଇବ ଖୁବ ଶୀଘ୍ର ନୂଆ ସରକାର । ବଦଳିବ ସରକାର । ହେଲେ ବଦଳିବେ ନାହିଁ ମୁଖ୍ୟମନ୍ତ୍ରୀ ।

6.୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

ରିମାଣ୍ଡ ଅବଧି ଶେଷ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଶିବସେନା ନେତା ସଞ୍ଜୟ ରାଉତ ।

7.ଗଣମାଧ୍ୟମର ଦାୟିତ୍ୱ ବୁଝାଇଲେ ମୁଖ୍ୟମନ୍ତ୍ରୀ, ଜାତୀୟତା ଭାବ ଜାଗ୍ରତ କରାଇବାକୁ ଦେଲେ ଆହ୍ୱାନ

ଗଣତାନ୍ତ୍ରିକ ରାଷ୍ଟ୍ରର ବିକାଶ ଦିଗରେ ଗଣମାଧ୍ୟମର ପ୍ରମୁଖ ଭୂମିକା ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

8.ଇନଷ୍ଟା ପରେ ଏଲିନାଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌

ଅଭିନେତ୍ରୀ ତଥା ବିଜେଡି ପ୍ରବକ୍ତା ଏଲିନା ଦାସଙ୍କ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ୍(Twitter Account Hack) ।

9.Asia Cup: ଭାରତୀୟ ଦଳ ଘୋଷଣା, ବାଦ ପଡ଼ିଲେ ବୁମରା-ହର୍ଷଲ

ଏସିଆ କପ୍‌ ପୂର୍ବରୁ ଭାରତକୁ ଲାଗିଲା ଝଟକା । ଭାରତୀୟ ଦଳରୁ ବାଦ୍‌ ପଡ଼ିଲେ ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲ । ଦଳରେ ସାମିଲ ହୋଇଛନ୍ତି କେ.ଏଲ ରାହୁଲ ।

10.Man Kasturi Re: ଡେବ୍ୟୁ ମରାଠୀ ଫିଲ୍ମର ପୋଷ୍ଟର ସେୟାର କଲେ ତେଜସ୍ବୀ

ତେଜସ୍ୱୀ ପ୍ରକାଶଙ୍କୁ ଖୁବ୍ ଶୀଘ୍ର ମରାଠୀ ଚଳଚ୍ଚିତ୍ର ମନ୍ କସ୍ତୁରୀ ରେ' ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.