ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମୁଖ୍ୟ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 17, 2022, 9:23 AM IST

1.TRAI Silver Jubilee: ସମାରୋହକୁ ସମ୍ବୋଧିତ କରିବେ PM ମୋଦି

ଆଜି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର(TRAI) ରୋପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରିବେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2.COVID-19 Vaccine: 250 ଟଙ୍କା କମିଲା Corbevax ଟିକାର ଦାମ

ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା କୋର୍ବେଭାକ୍ସର ଦାମ କମିଛି । ଡୋଜ ପ୍ରତି 840 ଟଙ୍କାରୁ 250 ଟଙ୍କାକୁ ହ୍ରାସ କରାଯାଇଛି ।

3.ସୁପ୍ରିମ ରାୟ, ମାଆଙ୍କୁ ରଖିବାକୁ ବଡଘର ନୁହେଁ ବଡ ହୃଦୟ ଦରକାର

ମାଆବାପାଙ୍କ ଦେଖାଶୁଣା କରିବାକୁ ଓ ତାଙ୍କୁ ରଖିବାକୁ ବଡ ଘର ନୁହେଁ ବଡ ହୃଦୟ ଦରକାର ।

4.ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ, ନିମ୍ନମାନର ଇଟାରେ କାମ ହେଉଥିବା ଅଭିଯୋଗ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବିବାଦ ପ୍ରସଙ୍ଗ । ପ୍ରକଳ୍ପ କାମରେ ଗୋଟିଏ ଗୋଟିଏ ନୂଆ ଅବହେଳା ସାମ୍ନାକୁ ଆସୁଛି ।

5.LIC Share Listing: ଷ୍ଟକ୍‌ ବଜାରକୁ ଆସିବ ଏଲଆଇସି ସେୟାର

ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ LIC ସେୟାର । ବଜାର ଅସ୍ଥିରତା ଯୋଗୁଁ ସେୟାରର ପ୍ରଦର୍ଶନ ନେଇ ଆଶା ଆଶଙ୍କାରେ ନିବେଶକ ।

6.ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା

ମାଲକାନଗିରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

7.OMCର ପ୍ରତିଷ୍ଠା ଦିବସରେ 5 ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ

ଓଡ଼ିଶା ମାଇନିଂ କର୍ପୋରେସନର(OMC) 67ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ 5 ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

8.ଲାଞ୍ଚ ନେବା ମାମଲାରେ OPTCL ଡିଜିଏମଙ୍କୁ ୫ ବର୍ଷ ଜେଲ୍

ଲାଞ୍ଚ ନେବା ମାମଲାରେ OPTCL ଡିଜିଏମ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ୍ ।

9.Hockey National Championship: ଝାଡଖଣ୍ଡକୁ ହରାଇ ଫାଇନାଲରେ ଓଡିଶା ମହିଳା ହକି ଟିମ

ଭୋପାଳରେ ଚାଲିଥିବା ଦ୍ବାଦଶତମ ହକି ଇଣ୍ଡଆ ଜାତୀୟ ଚମ୍ପିଆନସିପରେ ଓଡିଶା ଦମଦାର ପ୍ରଦର୍ଶନ କରିଛି । ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛି ଓଡିଶା ।

10.ରଜରେ ରିଲିଜ ହେବ ଓଡିଆ ସିନେମା ବିଶ୍ବନାଥ, ନଜର ଆସିବେ ସ୍ବର୍ଗତ ଅଭିନେତା ମିହିର

ଦୁଇ ବର୍ଷ ପରେ ରଜ(RAJA)ରେ ରିଲିଜ ହେବାକୁ ଯାଉଛି ଓଡିଆ ସିନେମା ‘ବିଶ୍ବନାଥ’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.