ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 11, 2022, 9:07 AM IST

1.Cyclone Asani Update: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540 କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ।

2.ସିଲଂରେ ଓଡ଼ିଆ ଯବାନ ସହିଦ

ଡ୍ୟୁଟି ବେଳେ ଦୁର୍ଘଟଣା । ଆସାମ ସିଲଂରେ କାର୍ଯ୍ୟରତ ଓଡିଆ ବିଏସଏଫ ଯବାନ ସହିଦ ।

3.ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ ମାମଲା

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ମାମଲା ।

4.Cyclone Asani: ବାତ୍ୟା ପାଇଁ ମାଲକାନଗିରିରେ ସ୍କୁଲ ଛୁଟି

ବାତ୍ୟା ଅସାନି ପାଇଁ ସ୍କୁଲ ଛୁଟି । ଆଜି ମାଲକାନଗିରିର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

5.ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମଙ୍କ ପରଲୋକ ।

6.ସ୍ପିକର ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀର ଓ୍ବାଜିପୁର ଶିଳ୍ପାଞ୍ଚଳରେ ଥିବା ସ୍ପିକର ତିଆରି କାରଖାନା (speaker manufacturing factory)ରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

7.Gallantry Awards: ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହେଲେ ସ୍ଥଳସେନା ମୁଖ୍ୟ

ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ (General Manoj Pande) ଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ପଦକ(Param Vishisht Seva Medal) ସମ୍ମାନରେ ସମ୍ମାନିତ କରିଛନ୍ତି ।

8.ବିହାରରେ ମାତିଲେ ଚୋରଗୋଷ୍ଠୀ, ସରକାରୀ କାର୍ଯ୍ୟାଳୟକୁ କଲେ ବିକ୍ରି

ବିହାର ମୁଜାଫରପୁରରେ ଚୋରଙ୍କ ଅଜବ କାଣ୍ଡ । ସରକାରଙ୍କ ବିନା ଅନୁମତିରେ ବିକ୍ରି କଲେ ପଞ୍ଚାୟତ କାର୍ଯ୍ୟାଳୟ ।

9.Foreign Trip Modi: 8 ବର୍ଷରେ 64 ଥର ବିଦେଶ ଗସ୍ତରେ 115 ଦେଶକୁ ଯାତ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମେ ’ 16ରେ ହିମାଳୟ ପାଦଦେଶରେ ଥିବା ପଡୋଶୀ ନେପାଳ ଗସ୍ତରେ ଯିବେ ।

10.IPL 2022: ପ୍ଲେ - ଅଫରେ ଗୁଜୁରାଟ, 62 ରନରେ ହାରିଲା ଲକ୍ଷ୍ନୌ

IPL 2022 ପ୍ରଥମ ଟିମ ଭାବେ ପ୍ଲେ ଅଫ ସ୍ଥାନ ପକ୍କା କରିଛି ନବାଗତ ଗୁଜୁରାଟ ଟାଇଟନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.