ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 26, 2021, 9:04 AM IST

୧.ଆଜି ବର୍ଷର ଶେଷ Mann Ki Baat କାର୍ଯ୍ୟକ୍ରମ, ମନର କଥା କହିବେ ମୋଦି

ଆଜି (ରବିବାର) ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ (PM Modi to address 84th edition of Mann Ki Baat) । ପୂର୍ବାହ୍ନ 11ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି ।

.BJD Foundation Day: ସେଦିନର ନବୀନ, ଆଜି ପ୍ରବୀଣ ରାଜନେତା

ବିଜୁ ଜନତା ଦଳ (Biju Janata Dal) ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରୁ, ଜିଲ୍ଲା, ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ମଧ୍ୟ ପାଳନ କରୁଛି ଦଳ ।

୩.Elephant Killed: ହାତୀପଲଙ୍କୁ ଧକ୍କା ଦେଲା ଲୌହଦାନବ, ଆଖି ବୁଜିଲା ଦନ୍ତା

ଭୂଷଣ୍ଡପୁର ରେଳଷ୍ଟେସନ ନିକଟ କନ୍ତଳବାଇ ରେଳ ଫାଟକ ନିକଟରେ ଦୁର୍ଘଟଣା । ରେଳ ଟ୍ରାକରେ ୮ଟିକିଆ ହାତୀପଲଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ ।

୪.Udham Singh Birth Anniversary: 21 ବର୍ଷ ପରେ ଜାଲିଆନୱାଲା ବାଗ ନରସଂହାରର ନେଇଥିଲେ ପ୍ରତିଶୋଧ

ଆଜି ଭାରତୀୟ ସ୍ବାଧୀନତା ସଂଗ୍ରାମର ବିପ୍ଲବୀ ଉଦ୍ଧମ ସିଂ । ଦୀର୍ଘ 21 ବର୍ଷ ପରେ ଜାଲିଆନୱାଲା ବାଗ ନରସଂହାରର ନେଇଥିଲେ ପ୍ରତିଶୋଧ ।

୫.ମହଙ୍ଗା ପଡିଲା ବାଇକ ଚାଳନା, 30 ହଜାର ଫାଇନ ଗଣିଲେ ନାବାଳକ

କାନରେ ଇଅର ଫୋନ ଲଗାଇ ଦାମୀ ବାଇକରେ ଆସୁଥିଲେ ନାବାଳକ । 30 ହଜାର ଟଙ୍କାର ଫାଇନ କାଟିଲା ପୋଲିସ ।

୬.Panchayat Polls: ସତ୍ୟପାଠ ଦେବେ ପ୍ରାର୍ଥୀ, ସ୍ବାଗତ କଲେ ଇଲେକ୍ସନ ୱାଚ ଆବାହକ

ଦେଶର ରାଜନୀତିରେ ସ୍ବଚ୍ଛତା ଆଣିବା ପାଇଁ ଜାରି ରହିଛି ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ । ଯାହା ଏବେ ତୃଣମୂଳ ସ୍ତରରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।

୭.SA vs Ind: ଆଜିଠୁ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜ୍‌, ଟାର୍ଗେଟ ପ୍ରଥମ ସିରିଜ ବିଜୟ

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ସେଞ୍ଚୁରିଆନର ସୁପରସ୍ପୋର୍ଟ ପାର୍କରେ ଆରମ୍ଭ ହେବାକୁ ଯାଉଛି । ଉଭୟ ଟିମର ଶକ୍ତିଶାଳୀ ବୋଲିଂ ଆକ୍ରମଣ ଥିବାରୁ ଏହି ମ୍ୟାଚ୍‌ର ବିଜୟ ନେଇ ଉତ୍ସାହ ବଢିବାରେ ଲାଗିଛି ।

୮.World Taekwondo Championship: ବ୍ରୋଞ୍ଜ ପଦକ ଜିତି ଗୌରବ ଆଣିଲେ ଶରତ କୁମାର

ବିଶ୍ବ ଟାଇକୋଣ୍ଡ (world taekwondo Championship) ଦ୍ବାରା ଆୟୋଜିତ ଅନଲାଇନ ଏସିଆ ପୁମସେ ଚମ୍ପିଅନସିପରେ ଓଡ଼ିଶାର ପ୍ରତିନିଧି ଭାବେ ସଫଳତା ହାସଲ କରିଛନ୍ତି ଶରତ କୁମାର ଦଳାଇ ।

୯.ବନ୍ଧା ହେଲା କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ, 21 ରାତିରେ ଖେଳାଇଥିଲା ଆତଙ୍କ

ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ଦ୍ୱାରା ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ ଗିରଫ ।

୧୦.Boxing Day: କଣ ଏହି ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ?

ସେଞ୍ଚୁରିଆନର ସୁପରସ୍ପୋର୍ଟ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.